| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 61 | ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ରାୟଗଡାର ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଅନୁଭବୀ ଯାନ ମାଲିକ / ଟ୍ରାଭେଲ୍ ଏଜେନ୍ସି ମାନଙ୍କଠାରୁ ଗୋଟିଏ ଯାନ ଭଡାରେ ନେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି | ଜିଲ୍ଲା ପଞ୍ଚାୟତ ଅଧିକାରୀ, ରାୟଗଡା |
18-12-2025 | 24-12-2025 -11:30 AM |
(2.92 MB) ଟେଣ୍ଡର ଆହ୍ୱାନ ସୂଚନା
|
|
| 62 | ଜିଲ୍ଲାସ୍ତରୀୟ “ମାଛ ଓ ପ୍ରାଣୀ ସମ୍ପଦ ମେଳା–୨୦୨୫” ଆୟୋଜନ ସୁଚାରୁ ଭାବେ କରିବା ଉଦ୍ଦେଶ୍ୟରେ ଅନୁଭବୀ ସଂସ୍ଥା ମାନଙ୍କଠାରୁ ଷ୍ଟଲ୍, ମଞ୍ଚ, ଟେଣ୍ଟେଜ୍ ସମ୍ପର୍କିତ କାର୍ଯ୍ୟ ପାଇଁ ରୁଚି ପ୍ରକାଶ ଆହ୍ୱାନ କରାଯାଉଛି | ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ରାୟଗଡା |
18-12-2025 | 23-12-2025 -5:00 PM |
(1.08 MB) ରୁଚି ପ୍ରକାଶ ପତ୍ର
|
|
| 63 | ଜିଲ୍ଲାସ୍ତରୀୟ “ମାଛ ଓ ପ୍ରାଣୀ ସମ୍ପଦ ମେଳା–୨୦୨୫” ଆୟୋଜନ ସୁଚାରୁ ଭାବେ କରିବା ଉଦ୍ଦେଶ୍ୟରେ ଅନୁଭବୀ ସଂସ୍ଥା ମାନଙ୍କଠାରୁ କିଟ୍ ବ୍ୟାଗ୍ ଯୋଗାଣ ପାଇଁ ରୁଚି ପ୍ରକାଶ ଆହ୍ୱାନ କରାଯାଉଛି | ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ରାୟଗଡା |
18-12-2025 | 23-12-2025 -5:00 PM |
(971.42 KB) ରୁଚି ପ୍ରକାଶ ପତ୍ର
|
|
| 64 | ଜିଲ୍ଲାସ୍ତରୀୟ “ମାଛ ଓ ପ୍ରାଣୀ ସମ୍ପଦ ମେଳା–୨୦୨୫” ଆୟୋଜନ ସୁସଂଗଠିତ ଭାବେ କରିବା ପାଇଁ ଖାଦ୍ୟ ସେବା ପ୍ରଦାନକାରୀ ସଂସ୍ଥା / ଫର୍ମ ମାନଙ୍କଠାରୁ ରୁଚି ପ୍ରକାଶ ଆହ୍ୱାନ କରାଯାଉଛି | ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ରାୟଗଡା |
18-12-2025 | 23-12-2025 -5:00 PM |
(892.31 KB) ରୁଚି ପ୍ରକାଶ ପତ୍ର
|
|
| 65 | ରାୟଗଡା ଜିଲ୍ଲାର ଜିଲ୍ଲାସ୍ତରୀୟ ଫାର୍ମ ମେକାନାଇଜେସନ୍ ମେଳା–୨୦୨୫ ପାଇଁ ଆଗ୍ରହ ପ୍ରକାଶ ପତ୍ର | ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ରାୟଗଡା |
15-12-2025 | 23-12-2025 -5:30 PM |
(12.49 MB) ଆଗ୍ରହ ପ୍ରକାଶ ପତ୍ର
|
|
| 66 | ମୋଡେଲ୍ ଡିଗ୍ରୀ କଲେଜ୍ ପାଇଁ ଲାବ୍ ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ ସୂଚନା | ପ୍ରାଚାର୍ଯ୍ୟ, ମୋଡେଲ୍ ଡିଗ୍ରୀ କଲେଜ୍, ରାୟଗଡା |
29-11-2025 | 20-12-2025 -4:00 PM |
(8.32 MB) ଟେଣ୍ଡର ଆହ୍ୱାନ ସୂଚନା
|
|
| 67 | ରାୟଗଡା ଜିଲ୍ଲାର ପି.ଏମ୍. ଶ୍ରୀ ବିଦ୍ୟାଳୟ ପାଇଁ “କ୍ରୀଡାଙ୍ଗନ ଓ ସାହିତ୍ୟ ସ୍ରୁଜନୀ” ଛାତ୍ରଛାତ୍ରୀଙ୍କ ୱର୍କ ବୁକ୍ ଏବଂ ଶିକ୍ଷକ ହ୍ୟାଣ୍ଡ ବୁକ୍ ମୂଦ୍ରଣ ଏବଂ ଯୋଗାଣ ପାଇଁ ନିଯୁକ୍ତି ଆହ୍ୱାନ ସୂଚନା | ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡା |
04-12-2025 | 19-12-2025 -5:00 PM |
(2.99 MB) ନିଯୁକ୍ତି ଆହ୍ୱାନ ସୂଚନା
|
|
| 68 | କାଶୀପୁର ତହସିଲ୍ ଅଧୀନ ଆର୍ଆଇ ସର୍କିଲ୍ଗୁଡ଼ିକ ପାଇଁ ୧୧ ନମ୍ବର ଲ୍ୟାପଟପ୍ ବିକ୍ରୟ/ଯୋଗାଣ ପାଇଁ ଯୋଗ୍ୟ ବିକ୍ରେତା/ସଂସ୍ଥାଙ୍କ ପାଖରୁ ସିଲ୍ମୋହରିତ ଟେଣ୍ଡର ପ୍ରସ୍ତାବ ଆମନ୍ତ୍ରଣ କରାଯାଉଛି | ତହସିଲଦାର, କାଶୀପୁର |
05-12-2025 | 18-12-2025 -5:30 PM |
(3.6 MB) ଟେଣ୍ଡର କଲ୍ ନୋଟିସ
|
|
| 69 | ଗୁଣୁପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତମାନଙ୍କୁ ସୋଲାର ସ୍ଟ୍ରିଟ୍ ଲାଇଟ୍ ଯୋଗାଣ ପାଇଁ ଯୋଗ୍ୟ ଓ ଅନୁଭବୀ ବ୍ୟବସାୟୀ/ଏଜେନ୍ସୀମାନଙ୍କ ଠାରୁ ସିଲ୍ ଖାମରେ ଉଦ୍ଧୃତି ଆହ୍ୱାନ ସୂଚନା କରାଯାଉଛି | ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣୁପୁର |
08-12-2025 | 16-12-2025 -1:00 PM |
(2.24 MB) ଉଦ୍ଧୃତି ଆହ୍ୱାନ ସୂଚନା
|
|
| 70 | ରାୟଗଡା ଜିଲ୍ଲାର ଅରଣ୍ୟ ବିଭାଗ ଅଧୀନସ୍ଥ ଅରଣ୍ୟ କର୍ମଚାରୀମାନଙ୍କ ପାଇଁ ୟୁନିଫର୍ମ ସାମଗ୍ରୀ କ୍ରୟ ପାଇଁ ଯୋଗ୍ୟ ବିକ୍ରେତା/ସପ୍ଲାୟରମାନଙ୍କ ପାଖରୁ ସିଲ୍ମୋହରିତ କୋଟେସନ୍ ପ୍ରସ୍ତାବ ଆମନ୍ତ୍ରଣ କରାଯାଉଛି | ଡିଭିଜନାଲ୍ ଫରେଷ୍ଟ ଅଫିସର, ରାୟଗଡା ଡିଭିଜନ୍ |
06-12-2025 | 15-12-2025 - |
(618.81 KB) ଟେଣ୍ଡର କଲ୍ ନୋଟିସ
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ବିଭାଗ
- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଜିଲ୍ଲା ଯୋଗାଣ ଓ ବିପଣନ ସମିତି
- ଶିକ୍ଷା
- ସ୍ୱାସ୍ଥ୍ୟ
- ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ଶିଳ୍ପ ଓ ହସ୍ତଶିଳ୍ପ
- ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
- ଶ୍ରମ
- ପୌରପାଳିକା
- ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର
- ଯୋଜନା ଓ ଅନୁଧ୍ୟାନ ୟୁନିଟ୍
- ଗ୍ରାମ୍ୟ ଜଳୟୋଗାଣ ଓ ପରିମଳ
- ଜଳ ସମ୍ପଦ
- ନିର୍ଦ୍ଦେଶିକା
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- କୋଭିଡ – ୧୯
- ବିପର୍ୟ୍ୟୟ ସହାୟକ ହିତାଧିକାରୀ
- କୋଭିଡ୍ ଡ୍ୟାଶବୋର୍ଡ ରାୟଗଡା
- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ
- ନିଜର ବଡିଗାର୍ଡ ସେତୁ ସହ ଯୋଡିବା ପାଇଁ IVRS ନମ୍ବର ୧୯୨୧ ଡାଏଲ କରନ୍ତୁ
- ପ୍ରବାସୀଙ୍କ ପଞ୍ଜିକରଣ
- ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ୍ ପାଇଁ ଆବେଦନ କରନ୍ତୁ
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭାରତ ସରକାର
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡିଶା ସରକାର
- କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟ ଓ ଯତ୍ନ କେନ୍ଦ୍ର, ରାୟଗଡା
- ନିର୍ବାଚନ
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଟିକି ମାଉସି ଭିଡିଓ
- ସୂଚନା ଅଧିକାର
- ଫର୍ମ