• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Office Name Start Date End Date Download/Details
21 ଜିଲ୍ଲା ଜନଗଣନା କକ୍ଷ, ଜିଲ୍ଲାପାଳ କାର୍ଯ୍ୟାଳୟ, ରାୟଗଡାର ସରକାରୀ କାର୍ଯ୍ୟ ପାଇଁ ୦୧ଟି ଗାଡି ଯୋଗାଣ ନିମନ୍ତେ ଦରପତ୍ର / ନିବିଦା ଆହ୍ୱାନ ସୂଚନା

ଜିଲ୍ଲା ଜନଗଣନା କକ୍ଷ, ଜିଲ୍ଲାପାଳ କାର୍ଯ୍ୟାଳୟ, ରାୟଗଡା

14-05-2026 21-05-2026 -1:00 PM (1.34 MB) ଜନଗଣନା କାର୍ଯ୍ୟ ପାଇଁ ଯାନବାହନ ନିବିଦା ଆହ୍ୱାନ ସୂଚନା ଜିଲ୍ଲା ଜନଗଣନା କକ୍ଷ, ଜିଲ୍ଲାପାଳ କାର୍ଯ୍ୟାଳୟ, ରାୟଗଡାର ସରକାରୀ କାର୍ଯ୍ୟ ପାଇଁ ୦୧ଟି ଗାଡି ଯୋଗାଣ ନିମନ୍ତେ ଦରପତ୍ର / ନିବିଦା ଆହ୍ୱାନ ସୂଚନା
22 ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା, ଗୁଣୁପୁର ଅଧୀନରେ ବିଭିନ୍ନ ଭବନ ନିର୍ମାଣ କାମ ପାଇଁ ଯୋଗ୍ୟ ଓ ଇଚ୍ଛୁକ ଠିକାଦାରମାନଙ୍କୁ ଇ-ପ୍ରକ୍ୟୁରମେଣ୍ଟ ପ୍ରଣାଳୀ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯାଉଛି

ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା, ଗୁଣୁପୁର 

04-05-2026 18-05-2026 -5:00 PM (3.33 MB) ଇ-ପ୍ରକ୍ୟୁରମେଣ୍ଟ ନୋଟିସ୍ ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା, ଗୁଣୁପୁର ଅଧୀନରେ ବିଭିନ୍ନ ଭବନ ନିର୍ମାଣ କାମ ପାଇଁ ଯୋଗ୍ୟ ଓ ଇଚ୍ଛୁକ ଠିକାଦାରମାନଙ୍କୁ ଇ-ପ୍ରକ୍ୟୁରମେଣ୍ଟ ପ୍ରଣାଳୀ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯାଉଛି
23 ରାୟଗଡା ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାଗୁଡିକରେ କୀଟନାଶକ ନିୟନ୍ତ୍ରଣ ସେବା ପ୍ରଦାନ ପାଇଁ ସଂସ୍ଥା ଚୟନ ସମ୍ବନ୍ଧୀୟ ଟେଣ୍ଡର ଆହ୍ୱାନ ସୂଚନା

ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଲୋକ ସ୍ୱାସ୍ଥ୍ୟ ଅଧିକାରୀ, ରାୟଗଡା

28-04-2026 18-05-2026 -12:00 PM (7.03 MB) ରାୟଗଡା ଜିଲ୍ଲାରେ କୀଟନାଶକ ନିୟନ୍ତ୍ରଣ ସେବା ପାଇଁ ପ୍ରସ୍ତାବ ଆହ୍ୱାନ ରାୟଗଡା ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାଗୁଡିକରେ କୀଟନାଶକ ନିୟନ୍ତ୍ରଣ ସେବା ପ୍ରଦାନ ପାଇଁ ସଂସ୍ଥା ଚୟନ ସମ୍ବନ୍ଧୀୟ ଟେଣ୍ଡର ଆହ୍ୱାନ ସୂଚନା
24 ରାନ୍ଧଣା ସାମଗ୍ରୀ ଓ କିଚେନ୍ ଉପକରଣ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ ସୂଚନା

ଜିଲ୍ଲା କଳ୍ୟାଣ ଅଧିକାରୀ, ରାୟଗଡା

27-04-2026 14-05-2026 -1:00 PM (10.68 MB) ଟେଣ୍ଡର କଲ୍ ନୋଟିସ୍ ରାନ୍ଧଣା ସାମଗ୍ରୀ ଓ କିଚେନ୍ ଉପକରଣ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ ସୂଚନା
25 କାଶୀପୁର ତହସିଲ ଅଧୀନରେ ରାୟଗଡା ଜିଲ୍ଲାର ବିଭିନ୍ନ ରାଜସ୍ୱ ପରୀକ୍ଷକ ସର୍କିଲ୍‌ଗୁଡିକ ପାଇଁ ୧୧ ଟି ଲ୍ୟାପଟପ୍ ସରବରାହ କରିବା ପାଇଁ ନିବିଦା ପତ୍ର ଆହ୍ୱାନ କରାଯାଉଛି

ତହସିଲଦାର, କାଶୀପୁର

23-04-2026 13-05-2026 -5:00 PM (3.3 MB) ନିବିଦା ଆହ୍ୱାନ ସୂଚନା (କାଶୀପୁର ତହସିଲ – ଲ୍ୟାପଟପ୍ ସରବରାହ ପାଇଁ) କାଶୀପୁର ତହସିଲ ଅଧୀନରେ ରାୟଗଡା ଜିଲ୍ଲାର ବିଭିନ୍ନ ରାଜସ୍ୱ ପରୀକ୍ଷକ ସର୍କିଲ୍‌ଗୁଡିକ ପାଇଁ ୧୧ ଟି ଲ୍ୟାପଟପ୍ ସରବରାହ କରିବା ପାଇଁ  ନିବିଦା ପତ୍ର ଆହ୍ୱାନ କରାଯାଉଛି
26 ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା, ଗୁଣୁପୁର ଅଧୀନରେ ବିଭିନ୍ନ ସ୍ଥାନରେ ସୋଲାର ଆଧାରିତ ସିଚାଇ ପ୍ରଣାଳୀ ଯୋଗାଣ ଓ ସ୍ଥାପନ କାମ ପାଇଁ ସୂଚନା ପତ୍ର ଆମନ୍ତ୍ରଣ କରାଯାଉଛି

ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା, ଗୁଣୁପୁର 

28-04-2026 12-05-2026 -5:00 PM (1.74 MB) ସୋଲାର ଆଧାରିତ ସିଚାଇ ପ୍ରଣାଳୀ ପାଇଁ ଦରପତ୍ର ଆହ୍ୱାନ ସୂଚନା ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା, ଗୁଣୁପୁର ଅଧୀନରେ ବିଭିନ୍ନ ସ୍ଥାନରେ ସୋଲାର ଆଧାରିତ ସିଚାଇ ପ୍ରଣାଳୀ ଯୋଗାଣ ଓ ସ୍ଥାପନ କାମ ପାଇଁ ସୂଚନା ପତ୍ର ଆମନ୍ତ୍ରଣ କରାଯାଉଛି
27 ରାୟଗଡା ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାନମାନଙ୍କରେ ପାରାମେଡିକ୍ସ, ନର୍ସିଙ୍ଗ ଓ ଅନ୍ୟାନ୍ୟ ଟେକ୍ନୋ-ମ୍ୟାନେଜେରିଆଲ୍ ସେବା ପାଇଁ ଏଜେନ୍ସି ଚୟନ ସମ୍ବନ୍ଧୀୟ ନିବିଦା ଆହ୍ୱାନ ସୂଚନା

ଜିଲ୍ଲା କାର୍ୟକ୍ରମ ପରିଚାଳନା ସହାୟତା ଇଉନିଟ୍‌, ଏନଏଚଏମ୍‌, ରାୟଗଡା

22-04-2026 12-05-2026 -11:00 AM (4.21 MB) ନିବିଦା ଆହ୍ୱାନ ସୂଚନା (ଏଜେନ୍ସି ଚୟନ ପାଇଁ) ରାୟଗଡା ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାନମାନଙ୍କରେ ପାରାମେଡିକ୍ସ, ନର୍ସିଙ୍ଗ ଓ ଅନ୍ୟାନ୍ୟ ଟେକ୍ନୋ-ମ୍ୟାନେଜେରିଆଲ୍ ସେବା ପାଇଁ ଏଜେନ୍ସି ଚୟନ ସମ୍ବନ୍ଧୀୟ ନିବିଦା ଆହ୍ୱାନ ସୂଚନା
28 ପଦ୍ମପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସୋଲାର ଷ୍ଟ୍ରିଟ ଲାଇଟିଂ ସିଷ୍ଟମ୍ ଯୋଗାଣ ଓ ସ୍ଥାପନ ପାଇଁ ଦରପତ୍ର ଆହ୍ୱାନ ସୂଚନା

ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର

04-05-2026 11-05-2026 -1:00 PM (4.11 MB) ସୋଲାର ଲାଇଟିଂ ସିଷ୍ଟମ୍ ପାଇଁ ଦରପତ୍ର ଆହ୍ୱାନ ସୂଚନା ପଦ୍ମପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସୋଲାର ଷ୍ଟ୍ରିଟ ଲାଇଟିଂ ସିଷ୍ଟମ୍ ଯୋଗାଣ ଓ ସ୍ଥାପନ ପାଇଁ ଦରପତ୍ର ଆହ୍ୱାନ ସୂଚନା
29 ଜିଲ୍ଲାପାଳ ଓ ସଭାପତି-କମ୍-ମ୍ୟାନେଜିଙ୍ଗ ଟ୍ରଷ୍ଟି, ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ରାୟଗଡାଙ୍କ କାର୍ଯ୍ୟାଳୟର ଅଧିକୃତ ବ୍ୟବହାର ପାଇଁ ୦୧ଟି ଯାନ ଭାଡାକୁ ଯୋଗାଇବା ନିମନ୍ତେ ନିବିଦା ଆମନ୍ତ୍ରଣ କରାଯାଉଛି

ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡା

04-05-2026 07-05-2026 -1:00 PM (3.78 MB) ନିବିଦା ଆହ୍ୱାନ ସୂଚନା ଜିଲ୍ଲାପାଳ ଓ ସଭାପତି-କମ୍-ମ୍ୟାନେଜିଙ୍ଗ ଟ୍ରଷ୍ଟି, ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ରାୟଗଡାଙ୍କ କାର୍ଯ୍ୟାଳୟର ଅଧିକୃତ ବ୍ୟବହାର ପାଇଁ ୦୧ଟି ଯାନ ଭାଡାକୁ ଯୋଗାଇବା ନିମନ୍ତେ ନିବିଦା ଆମନ୍ତ୍ରଣ କରାଯାଉଛି
30 ସକ୍ଷମ ଅଙ୍ଗନବାଡ଼ି ପ୍ରୟାସ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ବାହ୍ୟ/ଆଭ୍ୟନ୍ତରୀଣ ଖେଳ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ସମ୍ବନ୍ଧୀୟ ଦରପତ୍ର ଆହ୍ୱାନ ସୂଚନା

ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ, ରାୟଗଡ଼ା

21-04-2026 06-05-2026 -1:00 PM (4.54 MB) ଦରପତ୍ର ଆହ୍ୱାନ ସୂଚନା ସକ୍ଷମ ଅଙ୍ଗନବାଡ଼ି ପ୍ରୟାସ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ବାହ୍ୟ/ଆଭ୍ୟନ୍ତରୀଣ ଖେଳ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ସମ୍ବନ୍ଧୀୟ ଦରପତ୍ର ଆହ୍ୱାନ ସୂଚନା