• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Office Name Start Date End Date Download/Details
31 ଅତିରିକ୍ତ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ (ରେଭେନ୍ୟୁ), ରାୟଗଡାଙ୍କ କାର୍ଯ୍ୟାଳୟ ପାଇଁ ଅଧିକାରିକ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଗାଡ଼ି ଭାଡାରେ ନେବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ଗାଡ଼ି ମାଲିକମାନଙ୍କଠାରୁ ମୋହରା ଲଗାଯାଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି

ବିଶେଷ ଭୂମି ଅଧିଗ୍ରହଣ ଅଧିକାରୀ, ରାୟଗଡା

27-04-2026 05-05-2026 -11:00 AM (1.3 MB) ଟେଣ୍ଡର କଲ୍ ନୋଟିସ ଅତିରିକ୍ତ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ (ରେଭେନ୍ୟୁ), ରାୟଗଡାଙ୍କ କାର୍ଯ୍ୟାଳୟ ପାଇଁ ଅଧିକାରିକ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଗାଡ଼ି ଭାଡାରେ ନେବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ଗାଡ଼ି ମାଲିକମାନଙ୍କଠାରୁ ମୋହରା ଲଗାଯାଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି
32 ସିଲ୍ଭିକଲ୍ଚରିଷ୍ଟଙ୍କ କାର୍ଯ୍ୟାଳୟ, ସିଲ୍ଭିକଲ୍ଚର ଡିଭିଜନ୍, ରାୟଗଡା ପାଇଁ ଯାନବାହନ ନିଯୁକ୍ତି କରିବାକୁ କୋଟେସନ୍ ଆହ୍ୱାନ କରାଯାଉଛି

ସିଲ୍ଭିକଲ୍ଚରିଷ୍ଟ, ସିଲ୍ଭିକଲ୍ଚର ଡିଭିଜନ୍, ରାୟଗଡା

02-05-2026 05-05-2026 -1:00 PM (1.98 MB) କୋଟେସନ୍ କଲ୍ ନୋଟିସ୍ (ଯାନବାହନ ପାଇଁ) ସିଲ୍ଭିକଲ୍ଚରିଷ୍ଟଙ୍କ କାର୍ଯ୍ୟାଳୟ, ସିଲ୍ଭିକଲ୍ଚର ଡିଭିଜନ୍, ରାୟଗଡା ପାଇଁ ଯାନବାହନ ନିଯୁକ୍ତି କରିବାକୁ କୋଟେସନ୍ ଆହ୍ୱାନ କରାଯାଉଛି
33 କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଜଳତାର, ବ୍ଲକ-ଗୁଣୁପୁର, ଜିଲ୍ଲା-ରାୟଗଡ଼ା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ କରାଯାଉଛି

କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଜଳତାର, ବ୍ଲକ-ଗୁଣୁପୁର, ଜିଲ୍ଲା-ରାୟଗଡ଼ାରେ ବର୍ଷ ୨୦୨୫-୨୬ ପାଇଁ ନିମ୍ନୋଲ୍ଲେଖିତ ସାମଗ୍ରୀ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ କରାଯାଉଛି ଯୋଗାଣ କରିବାକୁ ଥିବା ସାମଗ୍ରୀ: ଡ୍ରେସ୍‌ ମାଟେରିଆଲ୍‌, ବିଦ୍ୟୁତ ସାମଗ୍ରୀ, ପଢ଼ା-ଲେଖା ଓ ଅଧ୍ୟୟନ ସାମଗ୍ରୀ, କାର୍ଯ୍ୟାଳୟ ଷ୍ଟେସନେରୀ ସାମଗ୍ରୀ, ବେଡିଂ ସାମଗ୍ରୀ

ମୁଖ୍ୟଶିକ୍ଷୟିତ୍ରୀ, କେଜିବିଭି, ଜଳତାର, ବ୍ଲକ-ଗୁଣୁପୁର, ଜିଲ୍ଲା-ରାୟଗଡ଼ା

21-04-2026 05-05-2026 -4:00 PM (241.82 KB) ଟେଣ୍ଡର ଡକ୍ୟୁମେଣ୍ଟ ପତ୍ର କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଜଳତାର, ବ୍ଲକ-ଗୁଣୁପୁର, ଜିଲ୍ଲା-ରାୟଗଡ଼ା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ କରାଯାଉଛି
34 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, କାଶୀପୁର ପାଇଁ ଶିକ୍ଷା ସାମଗ୍ରୀ, କାର୍ଯ୍ୟାଳୟ ସ୍ଟେସନେରୀ, ବିଦ୍ୟୁତ ସାମଗ୍ରୀ ଏବଂ କ୍ରୀଡା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଉଛି

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ଗର୍ଲ୍ସ ହୋଷ୍ଟେଲ୍, ଓଏଭି , କାଶୀପୁର ପାଇଁ ୨୦୨୬–୨୭ ବର୍ଷରେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଦୈନନ୍ଦିନ ଖାଦ୍ୟ ସାମଗ୍ରୀ, ସବ୍ଜି ଏବଂ ଫଳ, ଅମିଷ ସାମଗ୍ରୀ (ମାଛ, ଡିମ୍ବ, ମୁର୍ଗୀ), କସ୍ମେଟିକ୍ସ ଓ ଟଏଲେଟ୍ରୀ ସାମଗ୍ରୀ, ସ୍ନାକ୍ସ ସାମଗ୍ରୀ, ପୋଷାକ ସାମଗ୍ରୀ, ଶିକ୍ଷା ସାମଗ୍ରୀ ଓ କାର୍ଯ୍ୟାଳୟ ସ୍ଟେସନେରୀ, ବିଛାଣ  ସାମଗ୍ରୀ, ବିଦ୍ୟୁତ ସାମଗ୍ରୀ ଏବଂ କ୍ରୀଡା ସାମଗ୍ରୀ ଯୋଗାଣ ପାଇଁ  ଟେଣ୍ଡର ଆମନ୍ତ୍ରଣ କରାଯାଉଛି

ପ୍ରଧାନଶିକ୍ଷକ, ଓଏଭି, କାଶୀପୁର, ରାୟଗଡା

16-04-2026 04-05-2026 -4:00 PM (22.93 MB) ଟେଣ୍ଡର କଲ୍ ନୋଟିସ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କାଶୀପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, କାଶୀପୁର ପାଇଁ ଶିକ୍ଷା ସାମଗ୍ରୀ, କାର୍ଯ୍ୟାଳୟ ସ୍ଟେସନେରୀ, ବିଦ୍ୟୁତ ସାମଗ୍ରୀ ଏବଂ କ୍ରୀଡା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଉଛି
35 କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ଗର୍ଲସ୍ ହୋଷ୍ଟେଲ୍, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୁଡାରୀ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ଗର୍ଲ୍ସ ହୋଷ୍ଟେଲ୍, ଓଡିଶା ଆଦର୍ଶ ବିଦ୍ୟାଳୟ , ଗୁଡାରୀ ପାଇଁ ୨୦୨୬–୨୭ ବର୍ଷରେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଦୈନନ୍ଦିନ ଖାଦ୍ୟ ସାମଗ୍ରୀ, ସବ୍ଜି ଏବଂ ଫଳ, ଅମିଷ ସାମଗ୍ରୀ (ମାଛ, ଡିମ୍ବ, ମୁର୍ଗୀ), କସ୍ମେଟିକ୍ସ ଓ ଟଏଲେଟ୍ରୀ ସାମଗ୍ରୀ, ସ୍ନାକ୍ସ ସାମଗ୍ରୀ, ପୋଷାକ ସାମଗ୍ରୀ, ଶିକ୍ଷା ସାମଗ୍ରୀ ଓ କାର୍ଯ୍ୟାଳୟ ସ୍ଟେସନେରୀ, ବିଛାଣ  ସାମଗ୍ରୀ, ବିଦ୍ୟୁତ ସାମଗ୍ରୀ ଏବଂ କ୍ରୀଡା ସାମଗ୍ରୀ ଯୋଗାଣ ପାଇଁ  ଟେଣ୍ଡର ଆମନ୍ତ୍ରଣ କରାଯାଉଛି

ପ୍ରଧାନଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୁଡାରୀ, ରାୟଗଡା

18-04-2026 02-05-2026 -11:00 AM (16.36 MB) Tender Call Notice of OAV, Gudari କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ଗର୍ଲସ୍ ହୋଷ୍ଟେଲ୍, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୁଡାରୀ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି
36 ରାୟଗଡ଼ା ଜିଲ୍ଲାରେ ଆଉଟସୋର୍ସିଂ ଆଧାରରେ ମାନବ ସମ୍ପଦ ସେବା ପ୍ରଦାନକାରୀ ଏଜେନ୍ସି ଚୟନ ପାଇଁ ପ୍ରସ୍ତାବ ଆହ୍ୱାନ

ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ, ରାୟଗଡ଼ା

17-04-2026 02-05-2026 -5:30 PM (29.45 MB) ମାନବ ସମ୍ପଦ ସେବା ପ୍ରଦାନକାରୀ ଏଜେନ୍ସି ଚୟନ ପାଇଁ ପ୍ରସ୍ତାବ ଆହ୍ୱାନ ରାୟଗଡ଼ା ଜିଲ୍ଲାରେ ଆଉଟସୋର୍ସିଂ ଆଧାରରେ ମାନବ ସମ୍ପଦ ସେବା ପ୍ରଦାନକାରୀ ଏଜେନ୍ସି ଚୟନ ପାଇଁ ପ୍ରସ୍ତାବ ଆହ୍ୱାନ
37 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ରାମନାଗୁଡା ପାଇଁ ଶିକ୍ଷା ସାମଗ୍ରୀ, କାର୍ଯ୍ୟାଳୟ ସ୍ଟେସନେରୀ, ବିଦ୍ୟୁତ ସାମଗ୍ରୀ ଏବଂ କ୍ରୀଡା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଉଛି

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ଗର୍ଲ୍ସ ହୋଷ୍ଟେଲ୍, ଓଏଭି , ରାମନାଗୁଡା ପାଇଁ ୨୦୨୬–୨୭ ବର୍ଷରେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଦୈନନ୍ଦିନ ଖାଦ୍ୟ ସାମଗ୍ରୀ, ସବ୍ଜି ଏବଂ ଫଳ, ଅମିଷ ସାମଗ୍ରୀ (ମାଛ, ଡିମ୍ବ, ମୁର୍ଗୀ), କସ୍ମେଟିକ୍ସ ଓ ଟଏଲେଟ୍ରୀ ସାମଗ୍ରୀ, ସ୍ନାକ୍ସ ସାମଗ୍ରୀ, ପୋଷାକ ସାମଗ୍ରୀ, ଶିକ୍ଷା ସାମଗ୍ରୀ ଓ କାର୍ଯ୍ୟାଳୟ ସ୍ଟେସନେରୀ, ବିଛାନା ସାମଗ୍ରୀ, ବିଦ୍ୟୁତ ସାମଗ୍ରୀ ଏବଂ କ୍ରୀଡା ସାମଗ୍ରୀ ଯୋଗାଣ ପାଇଁ  ଟେଣ୍ଡର ଆମନ୍ତ୍ରଣ କରାଯାଉଛି

ପ୍ରଧାନଶିକ୍ଷକ, ଓଏଭି, ରାମନାଗୁଡା, ରାୟଗଡା

13-04-2026 30-04-2026 -4:00 PM (11.35 MB) କେଜିବିଭି, ଓଏଭି, ରାମନାଗୁଡାର ୨୦୨୬–୨୭ ବର୍ଷର ଟେଣ୍ଡର ଡକ୍ୟୁମେଣ୍ଟସ୍ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ରାମନାଗୁଡା ପାଇଁ ଶିକ୍ଷା ସାମଗ୍ରୀ, କାର୍ଯ୍ୟାଳୟ ସ୍ଟେସନେରୀ, ବିଦ୍ୟୁତ ସାମଗ୍ରୀ ଏବଂ କ୍ରୀଡା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଉଛି
38 ସକ୍ଷମ ଆଙ୍ଗନୱାଡ଼ି ପରିକଳ୍ପନା ଅଧୀନରେ ରାୟଗଡ଼ା ଜିଲ୍ଲାର ଆଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବିଭିନ୍ନ ସାମଗ୍ରୀର ଯୋଗାଣ

ଡି.ଏସ୍‌.ଡବ୍ଲ୍ୟୁ.ଓ., ରାୟଗଡ଼ା

17-04-2026 28-04-2026 -1:00 PM (3.22 MB) ଅନ୍ୟାନ୍ୟ ଉପାଦାନ ପାଇଁ ଦରପତ୍ର ଆହ୍ୱାନ ସକ୍ଷମ ଆଙ୍ଗନୱାଡ଼ି ପରିକଳ୍ପନା ଅଧୀନରେ ରାୟଗଡ଼ା ଜିଲ୍ଲାର ଆଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବିଭିନ୍ନ ସାମଗ୍ରୀର ଯୋଗାଣ
39 ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ୍ ଏବଂ ପବ୍ଲିକ୍ ହେଲ୍ଥ୍ ଅଫିସ୍, ରାୟଗଡ଼ାଙ୍କ ପାଇଁ ଆଣ୍ଟି କ୍ୟାନ୍ସର ଔଷଧ ଯୋଗାଣ କରିବା ପାଇଁ ମୁଲ୍ୟ ଆହ୍ୱାନ ଆମନ୍ତ୍ରଣ କରାଯାଉଛି

ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ୍ ଏବଂ ପବ୍ଲିକ୍ ହେଲ୍ଥ୍ ଅଫିସର୍, ରାୟଗଡ଼ା

23-04-2026 27-04-2026 -1:00 PM (1.56 MB) ଆଣ୍ଟି କ୍ୟାନ୍ସର ଔଷଧ ପାଇଁ ମୁଲ୍ୟ ଆହ୍ୱାନ ସୂଚନା ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ୍ ଏବଂ ପବ୍ଲିକ୍ ହେଲ୍ଥ୍ ଅଫିସ୍, ରାୟଗଡ଼ାଙ୍କ ପାଇଁ ଆଣ୍ଟି କ୍ୟାନ୍ସର ଔଷଧ ଯୋଗାଣ କରିବା ପାଇଁ ମୁଲ୍ୟ ଆହ୍ୱାନ ଆମନ୍ତ୍ରଣ କରାଯାଉଛି
40 ଜିଲ୍ଲା ଆପତ୍କାଳୀନ ଅଧିକାରୀ, ରାୟଗଡ଼ା ପକ୍ଷରୁ ଜିଲ୍ଲା ଆପତ୍କାଳୀନ କାର୍ଯ୍ୟକେନ୍ଦ୍ରରେ ଅଧିକାରିକ ବ୍ୟବହାର ପାଇଁ ୦୧ଟି ଯାନ ଯୋଗାଣ ନିମନ୍ତେ ଦରପତ୍ର/ଟେଣ୍ଡର କଲ୍ ଆମନ୍ତ୍ରଣ କରାଯାଉଛି

ଜିଲ୍ଲା ଆପତ୍କାଳୀନ ଅଧିକାରୀ, ରାୟଗଡ଼ା

17-04-2026 27-04-2026 -1:00 PM (839.01 KB) ଯାନ ଭଡା ନିମନ୍ତେ ଟେଣ୍ଡର କଲ୍ ନୋଟିସ୍ ଜିଲ୍ଲା ଆପତ୍କାଳୀନ ଅଧିକାରୀ, ରାୟଗଡ଼ା ପକ୍ଷରୁ ଜିଲ୍ଲା ଆପତ୍କାଳୀନ କାର୍ଯ୍ୟକେନ୍ଦ୍ରରେ ଅଧିକାରିକ ବ୍ୟବହାର ପାଇଁ ୦୧ଟି ଯାନ ଯୋଗାଣ ନିମନ୍ତେ ଦରପତ୍ର/ଟେଣ୍ଡର କଲ୍ ଆମନ୍ତ୍ରଣ କରାଯାଉଛି