• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ରାୟଗଡା ଜିଲ୍ଲା ଉତ୍ତର-ପୂର୍ବ ଘାଟ ଅଞ୍ଚଳର ଅନ୍ତର୍ଗତ। ତେଣୁ ଏହାର ଜଳବାଯୁ ଉଷ୍ମ। ଏଠାରେ ଜଙ୍ଗଲ, କଳା ଓ ନାଲି ମିଶ୍ରିତ ମାଟି ପରିଦୃଶ୍ୟ ହୁଏ।

ଭୌଗୋଳିକ କ୍ଷେତ୍ର  –    ୭,୫୮,୭୪୫ ହେ.

  • ଚାଷ ଜମି –
    ଉଚ୍ଚ – ୧,୨୮,୯୬୨ ହେ.
  • ମଧ୍ୟ – ୪୨,୭୦୫ ହେ.
  • ନିଚ୍ଚ  – ୨୧,୮୩୭ ହେ.
  • ସମୁଦାୟ – ୧,୯୩,୫୦୪ ହେ.

ଧାନ ଚାଷ ଜମି –

  • ଉଚ୍ଚ  – ୯,୫୨୩ ହେ.
  • ମଧ୍  – ୨୪,୫୦୦ ହେ.
  • ନିଚ୍ଚ  – ୨୧,୮୩୭ ହେ.
  • ସମୁଦାୟ  – ୫୫,୮୬୦ ହେ.

ସାମାଜିକ ନବୀକରଣ ଓ ଅନ୍ୟାନ୍ୟ ବୃକ୍ଷରୋପଣ ପାଇଁ ଜମି – ୧୦,୯୦୦ ହେ .

ଜଳସେଚିତ ଜମି –

  • ଖରିଫ- ୨୦୧୭ – ୪୫୩୦୭ ହେ. (୨୫%)
  • ରବି- ୨୦୧୭ – ୧୬୫୫୧ ହେ.