| କ୍ରମିକ ସଂଖ୍ୟା | ବିଷୟ | ବର୍ଣ୍ଣନା | ଆରମ୍ଭ ତାରିଖ | ଶେଷ ତାରିଖ | ଶେଷ ସମୟ | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|---|---|---|
| 1 | ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ାରେ ଖାଲି ପଦବୀ ପୂରଣ ନିମନ୍ତେ ଭୌତିକ ବିଜ୍ଞାନ ଏବଂ ଭୋକେସନାଲ୍ ଇନ୍ଷ୍ଟ୍ରକ୍ଟର ପଦବୀ ପାଇଁ ୱାକ୍-ଇନ୍-ଇଣ୍ଟରଭ୍ୟୁ ପାଇଁ ଆବେଦନ ଆହ୍ୱାନ କରାଯାଉଛି | ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ାରେ ଖାଲି ପଦବୀ ପୂରଣ ନିମନ୍ତେ PGT (ଭୌତିକ ବିଜ୍ଞାନ) ଏବଂ ଭୋକେସନାଲ୍ ଇନ୍ଷ୍ଟ୍ରକ୍ଟର (Vocational Instructor) ପଦବୀ ପାଇଁ ଅଂଶକାଳୀନ/ଚୁକ୍ତିଭିତ୍ତିକ/ଦୈନିକ ମଜୁରୀ ଆଧାରରେ ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ୱାକ୍-ଇନ୍-ଇଣ୍ଟରଭ୍ୟୁ ପାଇଁ ଆବେଦନ ଆହ୍ୱାନ କରାଯାଉଛି ଅଧ୍ୟକ୍ଷ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ା
|
10-07-2026 | 14-07-2026 | ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ାରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ନିମନ୍ତେ ସୂଚନା
(562.74 KB)
|
|
| 2 | ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଲନରା, ଜିଲ୍ଲା–ରାୟଗଡ଼ା ଅନ୍ତର୍ଗତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ବାଳିକା ଛାତ୍ରାବାସ ପାଇଁ ବିଭିନ୍ନ ସହାୟକ କର୍ମଚାରୀ ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି – ୨୦୨୬ | ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଲନରା
|
08-07-2026 | 25-07-2026 | କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ବାଳିକା ଛାତ୍ରାବାସ ନିଯୁକ୍ତି ପାଇଁ ବିଜ୍ଞପ୍ତି
(9.8 MB)
|
|
| 3 | ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାମନାଗୁଡା ଅନ୍ତର୍ଗତ କେଜିବିଭି-୪ ବାଳିକା ଛାତ୍ରାବାସରେ ସହକାରୀ ରାନ୍ଧୁଣୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ | ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାମନାଗୁଡା |
01-07-2026 | 15-07-2026 | 5:00 PM | ସହକାରୀ ରାନ୍ଧୁଣୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ
(216.94 KB)
, ସହକାରୀ ରାନ୍ଧୁଣୀ ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର (275.48 KB) |
| 4 | ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଡ଼ାରୀର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–IV ବାଳିକା ଛାତ୍ରାବାସରେ ୱାର୍ଡେନ୍ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ | ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଡ଼ାରୀ, ଜିଲ୍ଲା–ରାୟଗଡା |
27-06-2026 | 15-07-2026 | 5:00 PM | ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଡ଼ାରୀରେ ୱାର୍ଡେନ୍ ନିଯୁକ୍ତି ନିମନ୍ତେ ବିଜ୍ଞାପନ
(1015.96 KB)
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
-
ବିଭାଗ
- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଜିଲ୍ଲା ଯୋଗାଣ ଓ ବିପଣନ ସମିତି
- ଶିକ୍ଷା
-
ସ୍ୱାସ୍ଥ୍ୟ
- ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ଶିଳ୍ପ ଓ ହସ୍ତଶିଳ୍ପ
- ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
- ଶ୍ରମ
- ପୌରପାଳିକା
- ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର
- ଯୋଜନା ଓ ଅନୁଧ୍ୟାନ ୟୁନିଟ୍
- ଗ୍ରାମ୍ୟ ଜଳୟୋଗାଣ ଓ ପରିମଳ
- ଜଳ ସମ୍ପଦ
- ନିର୍ଦ୍ଦେଶିକା
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
-
ଅଧିକ +
- ଜିଲ୍ଲା ଗେଜେଟିୟର
-
କୋଭିଡ – ୧୯
- ବିପର୍ୟ୍ୟୟ ସହାୟକ ହିତାଧିକାରୀ
- କୋଭିଡ୍ ଡ୍ୟାଶବୋର୍ଡ ରାୟଗଡା
- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ
- ନିଜର ବଡିଗାର୍ଡ ସେତୁ ସହ ଯୋଡିବା ପାଇଁ IVRS ନମ୍ବର ୧୯୨୧ ଡାଏଲ କରନ୍ତୁ
- ପ୍ରବାସୀଙ୍କ ପଞ୍ଜିକରଣ
- ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ୍ ପାଇଁ ଆବେଦନ କରନ୍ତୁ
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭାରତ ସରକାର
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡିଶା ସରକାର
- କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟ ଓ ଯତ୍ନ କେନ୍ଦ୍ର, ରାୟଗଡା
- ନିର୍ବାଚନ
- ନାଗରିକ ସେବା
-
ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଟିକି ମାଉସି ଭିଡିଓ
- ସୂଚନା ଅଧିକାର
- ଫର୍ମ