• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ରାୟଗଡ

ନୂଆ କରି ଗଢାଯାଇଥିବା ରାୟଗଡ ଜିଲ୍ଲା ପ୍ରଶାସନ ରେ ସୂଚନା ପ୍ରୟୋଗ କୁ ଆଗକୁ ବଢାଈବା ଲକ୍ଷ୍ୟ ନେଇ ରାଷ୍ଟ୍ରିୟ ସୂଚନା ବିଜ୍ଞାନ କେନ୍ଦ୍ର, ରାୟଗଡା,୧୯୯୫ ଏପ୍ରିଲ ମାସ ରେ ଅବସ୍ଥାପିତ ହୋଇଥିଲାI ପ୍ରାରମ୍ଭରେ ଏହାର କାର୍ଯ୍ୟ ଜିଲ୍ଲାକର୍ମଚାରୀଙ୍କ ମଧ୍ୟରେ କମ୍ପ୍ୟୁଟର ଜ୍ଞାନଦେବା ଓ ତାଙ୍କୁ ପ୍ରୋତ୍ସାହିତ କରିବା ଥିଲାI ସେବେଠାରୁ ରାୟଗଡା ଜିଲ୍ଲା ବହୁତ ଆଗକୁ ଏହି ଲକ୍ଷ୍ୟ ନେଇ ଆଗେଇ ଚାଲିଛି.
ଆଜି ଏହା ଜିଲ୍ଲାଶାସନକୁ ସୂଚନା ପ୍ରଯୁକ୍ତି ସୁବିଧା, ସୂଚନା ପ୍ରଚାରର ଉପାୟ ତଥା ପ୍ରଭାବଶାଳୀ ସୂଚନା ପ୍ରଯୁକ୍ତି ସମାଧାନ ଦେବାରେ ପ୍ରଶାସନ ସହିତ ହାତମିଳାଇ କାର୍ଯ୍ୟ କରୁଅଛି ଏବଂ ଶାସନର ଏକ ସୁଖ୍ୟ ସମ୍ବଳ ରୂପେ ନିଜକୁ ପ୍ରମାଣ କରିପାରିଛି ରାଷ୍ଟ୍ରିୟ ସୂଚନା ବିଜ୍ଞାନ କେନ୍ଦ୍ର, ରାୟଗଡା ଜିଲ୍ଲାରେ ରାଜ୍ୟସ୍ତରିୟ ଏବଂ ଜିଲ୍ଲାସ୍ତରିୟ କମ୍ପ୍ୟୁଟରୀକରଣ ଯୋଜନା ର କର୍ଯ୍ୟକାରିତା ମଧ୍ୟରେ ନିଜକୁ ସାମିଲ କରିଛିI ଜିଲ୍ଲାରେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଆଗକୁ ବଢାଇବାକୁ, ଇଣ୍ଟର୍ନେଟ ପ୍ରଯୁକ୍ତି ଏବଂ ଉଦ୍ୟୋଗ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସେବାକୁ କେନ୍ଦ୍ରକରି ରାୟଗଡା ଜିଲ୍ଲା କୁ ଲିଜ୍ଡଲାଇନ ମାଧ୍ୟମରେ ଇଣ୍ଟର୍ନନେଟ୍ ଯୋଗାଇ ଦିଆଯାଇଛି. ରାଷ୍ଟ୍ରିୟ ସୂଚନା ବିଜ୍ଞାନ କେନ୍ଦ୍ର, ରାୟଗଡା ଜିଲ୍ଲା ବର୍ତ୍ତମାନ ରାୟଗଡା କଲେକ୍ଟୋରେଟ୍ ରେ ଅବସ୍ଥାପିତ ଅଟେ।

ଲକ୍ଷ୍ୟ

  • ଏହାଗଠନହେବାଦିନଠାରୁଲକ୍ଷ୍ୟହେଲା
  • ଜିଲ୍ଲାପ୍ରଶାସନଏବଂଅନ୍ୟରାଜ୍ୟଓକେନ୍ଦ୍ରସରକାରୀକାର୍ଯ୍ୟଳୟକୁସୂଚନାବିଜ୍ଞାନସେବାଯୋଗାଇଦେବାI
  • ବିଭିନ୍ନବିଭାଗରେଜରୁରୀଏବଂଯଥାର୍ଥସୂଚନାପ୍ରସାରଣରବିକାଶକରିବାI
  • ଜିଲ୍ଲାସ୍ଥରରେସୂଚନାବିଜ୍ଞାନସଂସ୍କୃତିରପ୍ରସାରକରିବା
  • ଜିଲ୍ଲାଯୋଜନାଏବଂସମାଧାନକରିବାରେବିଶ୍ଳେଷଣାତ୍ମକକ୍ଷମତାଏବଂଗୁଣବର୍ଦ୍ଦକପ୍ରଦର୍ଶନଯୋଗାଇଦେବାI
  • ମସ୍ତସାଧନରପୂର୍ଣ୍ଣବିନିଯୋଗପାଇଁସଠିକ୍,ସମୟସାପେକ୍ଷଓବିଶ୍ଵସନିୟତାସୂଚନାପାଇଁସମସ୍ତସଂଚାରଉପକରଣସହିତକମ୍ପ୍ୟୁଟରନେଟ୍ୱାର୍କରବ୍ୟବସ୍ଥାକରିବାI
  • ସୂଚନାପ୍ରଯୁକ୍ତିଆଧାରୀତସେବାପାଇଁସରକାରୀକର୍ମଚାରୀଙ୍କବ୍ୟାପକପ୍ରଶିକ୍ଷଣପ୍ରଦାନକରିବାI
  • ଜିଲ୍ଲାପ୍ରଶାସନକୁଉତ୍ତମଗୁଣବର୍ଦ୍ଧକସେବାପ୍ରଦାନକିରବାI
  • ସମସ୍ତଜିଲ୍ଲା,ରାଜ୍ୟଏବଂକେନ୍ଦ୍ରସ୍ତରିୟପ୍ରକଳ୍ପଗୁଡିକରକାର୍ଯ୍ୟକରିବାରେସମର୍ଥନଦେବାI
  • ଜିଲ୍ଲାପ୍ରଶାସନରଚାହିଦାଅନୁସାରେସପ୍ଟୱେରରବିକାଶକରିବାଏବଂନିୟମିତପରୀକ୍ଷାକରିବା।
  • ଆରଟିଓ (RTO),ଜିଲ୍ଲାକୋର୍ଟଏବଂଡିଓପି (DOP)ରାୟଗଡାକୁନିକ୍ନେଟ୍(NICNET) ସୁବିଧାଯୋଗାଇଦେବା।
  • ଜିଲ୍ଲାରସମସ୍ତତହସିଲ,ସିଡିଭିଓ (CDVO)ଏବଂବ୍ଲକ୍ଚିକିତ୍ସାକାର୍ଯ୍ୟଳୟକୁVPN ସେବାଯୋଗାଇଦେବାI
  • ସମସ୍ତବିଭାଗଗୁଡିକୁଭିଡିଓଫାସିଲିଟି(Video Conferencing) ଯୋଗାଇଦେବା।

ଇ-ମେଲ୍:

oriray[at]nic[dot]in

ୱେବସାଇଟ୍:

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ରାୟଗଡ ଦ୍ଵାରା ମାଇନତେଣ୍ଡ ୱେବସାଇଟ୍