| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 71 | ସକ୍ଷମ ଯୋଜନା ଅନ୍ତର୍ଗତ ରାୟଗଡ଼ ଜିଲ୍ଲାର ୧୭୩ଟି ଆଙ୍ଗନୱାଡ଼ି କେନ୍ଦ୍ର ପାଇଁ ବିଭିନ୍ନ ପ୍ରକାରର ଷ୍ଟେସନେରୀ ସାମଗ୍ରୀ କ୍ରୟ କରିବା ନିମନ୍ତେ କୋଟେସନ୍ ଆହ୍ୱାନ କରାଯାଉଛି | ସକ୍ଷମ ଯୋଜନା ଅନ୍ତର୍ଗତ ରାୟଗଡ଼ ଜିଲ୍ଲାର ୧୭୩ଟି ଆଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିମ୍ନୋକ୍ତ ଅନ୍ୟାନ୍ୟ ସାମଗ୍ରୀ ଡିସ୍ପ୍ଲେ ବୋର୍ଡ, ବହୁରଙ୍ଗୀ ମାର୍କର, ଡସ୍ଟର, କୋଣା ଶେଲ୍ଫ,, ସୁଚ୍ଛ ସଂରକ୍ଷଣ ବ୍ୟବସ୍ଥା, ପ୍ଲେଟ, ଗ୍ଲାସ, ଚମଚ, ବାଟି, ଜୁତା ଷ୍ଟାଣ୍ଡ, ଆଇନା ଇତ୍ୟାଦି କ୍ରୟ ନିମନ୍ତେ କୋଟେସନ୍ ଆହ୍ୱାନ କରାଯାଉଛି ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ରାୟଗଡ଼ |
18-03-2026 | 30-03-2026 -5:00 PM |
(5.8 MB) ଷ୍ଟେସନେରୀ ସାମଗ୍ରୀ କ୍ରୟ ନିମନ୍ତେ କୋଟେସନ୍ ଆହ୍ୱାନ ସୂଚନା
|
|
| 72 | ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଣୁପୁର ପାଇଁ ପଢ଼ା ଓ ଲେଖା ସାମଗ୍ରୀ, କାର୍ଯ୍ୟାଳୟ ସ୍ଟେସନେରୀ ସାମଗ୍ରୀ, ପୋଷାକ ସାମଗ୍ରୀ, ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ଏବଂ ପନିପରିବା ଯୋଗାଣ କରିବା ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି | ପ୍ରାଧାନ ଶିକ୍ଷକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଣୁପୁର, ଜିଲ୍ଲା–ରାୟଗଡ଼ା |
07-03-2026 | 29-03-2026 -4:00 PM |
(14.69 MB) ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଣୁପୁର ପାଇଁ ଟେଣ୍ଡର କଲ୍ ନୋଟିସ୍
|
|
| 73 | ଏହା ଦ୍ୱାରା ସୂଚିତ କରାଯାଉଛି ଯେ ଅନାକ୍ରାମକ ହିମୋଗ୍ଲୋବିନ ମାପକ ଯନ୍ତ୍ର ଯୋଗାଣ ପାଇଁ ଗୋଟିଏ ବର୍ଷ ଅବଧି ପାଇଁ ଦର ଚୁକ୍ତି ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି | ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ରାୟଗଡ଼ା |
19-03-2026 | 25-03-2026 -05:30 PM |
(279.48 KB) ଟେଣ୍ଡର ଆହ୍ୱାନ ସୂଚନା
|
|
| 74 | ତହସିଲ କାର୍ଯ୍ୟାଳୟ, କୋଲନାରାର ଆଧିକାରିକ କାର୍ଯ୍ୟ ପାଇଁ ଗୋଟିଏ ଗାଡ଼ି ଯୋଗାଣ ପାଇଁ କୋଟେସନ୍ / ଟେଣ୍ଡର ଆହ୍ୱାନ କରାଯାଉଛି | ତହସିଲଦାର, କୋଲନାରା |
16-03-2026 | 22-03-2026 -11:00 AM |
(5.12 MB) କୋଲନାରା ତହସିଲ କାର୍ଯ୍ୟାଳୟ ପାଇଁ କୋଟେସନ୍ କଲ୍ ନୋଟିସ୍
|
|
| 75 | ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ରାୟଗଡା ଦ୍ୱାରା ରାଷ୍ଟ୍ରୀୟ କ୍ଷୟ ନିର୍ମୂଳ କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ଲାପଟପ୍ ସରବରାହ କରିବାକୁ ଟେଣ୍ଡର ଆହ୍ୱାନ କରାଯାଉଛି | ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ-ସହ-ଜିଲ୍ଲା ମିଶନ ନିର୍ଦ୍ଦେଶକ, ରାୟଗଡା |
09-03-2026 | 19-03-2026 -5:00 PM |
(507.51 KB) ଲାପଟପ୍ କ୍ରୟ ପାଇଁ ଟେଣ୍ଡର କଲ୍ ନୋଟିସ୍
|
|
| 76 | ପ୍ରକଳ୍ପ ପ୍ରଶାସକ, ଏକୀକୃତ ଜନଜାତି ଉନ୍ନୟନ ସଂସ୍ଥା, ଗୁଣୁପୁରଙ୍କ ଅଧୀନରେ ମୁନିଗୁଡା ଓ ବିଷମକଟକ କାର୍ଯ୍ୟାଳୟ ପାଇଁ ସୋଲାର୍ ଷ୍ଟ୍ରିଟ୍ ଲାଇଟ୍ ଯୋଗାଣ କରିବା ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି | ପ୍ରକଳ୍ପ ପ୍ରଶାସକ, ଏକୀକୃତ ଜନଜାତି ଉନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ.), ଗୁଣୁପୁର |
09-03-2026 | 16-03-2026 -5:00 PM |
(1.56 MB) Tender Call Notice
|
|
| 77 | ମାଝିଗୁଡା ଗ୍ରାମ ପଞ୍ଚାୟତ (ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍) ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ସ୍ତରୀୟ “ସୁଭଦ୍ରା ଶକ୍ତି କେନ୍ଦ୍ର” ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର କଲ୍ ନୋଟିସ୍ ଟେଣ୍ଡର ଆହ୍ୱାନ କରାଯାଉଛି | ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଳ୍ୟାଣସିଂହପୁର |
02-03-2026 | 16-03-2026 -5:00 PM |
(1.97 MB) ମାଝିଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ଟେଣ୍ଡର କଲ୍ ନୋଟିସ୍
|
|
| 78 | ନୂତନ ସିଲାବସ୍ ଅନୁଯାୟୀ ଡିପ୍ଲୋମା ଇଞ୍ଜିନିୟରିଂ ୨ୟ, ୩ୟ ଏବଂ ୪ର୍ଥ ସେମେଷ୍ଟର ପାଠ୍ୟପୁସ୍ତକ ଯୋଗାଣ ପାଇଁ କ୍ୱୋଟେସନ୍ ଆହ୍ୱାନ କରାଯାଉଛି | ପ୍ରାଚାର୍ଯ୍ୟ, ୟୁ.ଜି.ଏମ୍.ଆଇ.ଟି., ରାୟଗଡା |
27-02-2026 | 12-03-2026 -5:00 PM |
(831.08 KB) ୟୁ.ଜି.ଏମ୍.ଆଇ.ଟି, ରାୟଗଡା ପକ୍ଷରୁ କ୍ୱୋଟେସନ୍ କଲ୍ ନୋଟିସ୍
|
|
| 79 | ରାୟଗଡ଼ା ଜିଲ୍ଲାର ସମସ୍ତ ଆଙ୍ଗନୱାଡି କେନ୍ଦ୍ରଗୁଡ଼ିକ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ ସମ୍ବନ୍ଧରେ କୋଟେସନ୍ ଆହ୍ୱାନ କରାଯାଉଛି | ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ, ରାୟଗଡ଼ା |
27-02-2026 | 11-03-2026 -5:00 PM |
(7.44 MB) କୋଟେସନ୍ କଲ୍ ନୋଟିସ୍
|
|
| 80 | ଡିଭିଜନାଲ୍ ଲେବର କମିଶନର୍, ରାୟଗଡାଙ୍କ ଅଧୀନସ୍ଥ ସହକାରୀ ଶ୍ରମ ଅଧିକାରୀ ମାନଙ୍କ କାର୍ଯ୍ୟାଳୟ ପାଇଁ ବିଭିନ୍ନ ବ୍ଲକ୍ରେ ବ୍ୟବହାର ନିମନ୍ତେ ଟେବୁଲ୍ ଓ କୁର୍ସି କ୍ରୟ କରିବା ପାଇଁ କୋଟେସନ୍ କଲ୍ ନୋଟିସ୍ | ଜିଲ୍ଲା ଶ୍ରମ ଅଧିକାରୀ, ରାୟଗଡା |
05-03-2026 | 10-03-2026 -11:30 AM |
(500.7 KB) କୋଟେସନ୍ କଲ୍ ନୋଟିସ୍
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
-
ବିଭାଗ
- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଜିଲ୍ଲା ଯୋଗାଣ ଓ ବିପଣନ ସମିତି
- ଶିକ୍ଷା
-
ସ୍ୱାସ୍ଥ୍ୟ
- ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ଶିଳ୍ପ ଓ ହସ୍ତଶିଳ୍ପ
- ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
- ଶ୍ରମ
- ପୌରପାଳିକା
- ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର
- ଯୋଜନା ଓ ଅନୁଧ୍ୟାନ ୟୁନିଟ୍
- ଗ୍ରାମ୍ୟ ଜଳୟୋଗାଣ ଓ ପରିମଳ
- ଜଳ ସମ୍ପଦ
- ନିର୍ଦ୍ଦେଶିକା
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
-
ଅଧିକ +
- ଜିଲ୍ଲା ଗେଜେଟିୟର
-
କୋଭିଡ – ୧୯
- ବିପର୍ୟ୍ୟୟ ସହାୟକ ହିତାଧିକାରୀ
- କୋଭିଡ୍ ଡ୍ୟାଶବୋର୍ଡ ରାୟଗଡା
- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ
- ନିଜର ବଡିଗାର୍ଡ ସେତୁ ସହ ଯୋଡିବା ପାଇଁ IVRS ନମ୍ବର ୧୯୨୧ ଡାଏଲ କରନ୍ତୁ
- ପ୍ରବାସୀଙ୍କ ପଞ୍ଜିକରଣ
- ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ୍ ପାଇଁ ଆବେଦନ କରନ୍ତୁ
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭାରତ ସରକାର
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡିଶା ସରକାର
- କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟ ଓ ଯତ୍ନ କେନ୍ଦ୍ର, ରାୟଗଡା
- ନିର୍ବାଚନ
- ନାଗରିକ ସେବା
-
ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଟିକି ମାଉସି ଭିଡିଓ
- ସୂଚନା ଅଧିକାର
- ଫର୍ମ