| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 91 | ସୁଭଦ୍ରା ଶକ୍ତି ମେଳା–୨୦୨୬ ଅବସରରେ ଅଂଶଗ୍ରହଣକାରୀ/ଆମନ୍ତ୍ରିତ ବ୍ୟକ୍ତିମାନଙ୍କ ପାଇଁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ଯୋଗାଣ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଉଛି | ଜିଲ୍ଲା ପ୍ରକଳ୍ପ ସହାୟକ,ଜିଲ୍ଲା ପ୍ରକଳ୍ପ ପରିଚାଳନା ଏକକ,ମିଶନ୍ ଶକ୍ତି, ରାୟଗଡା |
19-01-2026 | 27-01-2026 -5:00 PM |
(2.92 MB) ଖାଦ୍ୟ ଯୋଗାଣ ପାଇଁ ଟେଣ୍ଡର କଲ୍ ନୋଟିସ୍
|
|
| 92 | ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ର ବିସମକଟକ ଅଧୀନରେ ଚାଲୁଥିବା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିମନ୍ତେ ୨ ଟି ଯାନ ଭଡା ଆଧାରରେ ନିଯୁକ୍ତି କରିବା ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଉଛି | ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ର ବିସମକଟକ ଅଧୀନରେ ଚାଲୁଥିବା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଚଳନ୍ତା ସ୍ୱାସ୍ଥ୍ୟ ଦଳ–୧ ଓ ଚଳନ୍ତା ସ୍ୱାସ୍ଥ୍ୟ ଦଳ–୨ ର ସୁଚାରୁ କାର୍ଯ୍ୟାନ୍ବୟନ ପାଇଁ ୨ ଟି ଯାନ ଭଡା ଆଧାରରେ ନିଯୁକ୍ତି କରିବା ନିମନ୍ତେ ଆଗ୍ରହୀ ଓ ଯୋଗ୍ୟ ଯାନ ମାଲିକ/ଏଜେନ୍ସୀମାନଙ୍କ ଠାରୁ ସିଲ୍ ହୋଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି । ଚିକିତ୍ସା ଅଧିକାରୀ (ଭାରପ୍ରାପ୍ତ), ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ର, ବିସମକଟକ, ଜିଲ୍ଲା–ରାୟଗଡ଼ା |
08-01-2026 | 27-01-2026 -5:00 PM |
(290.31 KB) ଟେଣ୍ଡର କଲ୍ ନୋଟିସ
|
|
| 93 | ପରିଚୟ ସଂଖ୍ୟା ଆଇଏଫ୍ବି-ଆର୍ସି (ବିଡିଓ), ଚନ୍ଦ୍ରପୁର ୦୩/୨୦୨୫-୨୦୨୬, ତାରିଖ: ୦୩.୦୧.୨୦୨୬ | ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚନ୍ଦ୍ରପୁର |
08-01-2026 | 27-01-2026 -5:00 PM |
(836.44 KB) ଟେଣ୍ଡର ଆହ୍ୱାନ ସୂଚନା
|
|
| 94 | ସୁଭଦ୍ରା ଶକ୍ତି ମେଳା–୨୦୨୬ ର ସଫଳ ଆୟୋଜନ ନିମନ୍ତେ ଏକ ଅଭିଜ୍ଞ, ପ୍ରଫେସନାଲ୍ ଏବଂ ନିବନ୍ଧିତ ଇଭେଣ୍ଟ ପରିଚାଳନା କମ୍ପାନୀ / ଏଜେନ୍ସି ଠାରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଉଛି | ଜିଲ୍ଲା ପ୍ରକଳ୍ପ ପରିଚାଳନା ଏକକ, ମିଶନ ଶକ୍ତି, ରାୟଗଡ଼ା |
16-01-2026 | 22-01-2026 -4:00 PM |
(8.25 MB) ସୁଭଦ୍ରା ଶକ୍ତି ମେଳା–୨୦୨୬
|
|
| 95 | ତହସିଲଦାର, ମୁନିଗୁଡ଼ାଙ୍କ ଆଧିକାରିକ କାର୍ଯ୍ୟାଳୟୀୟ ବ୍ୟବହାର ପାଇଁ ଯାନବାହନ ପ୍ରଦାନ ସମ୍ବନ୍ଧୀୟ କ୍ୱୋଟେସନ୍ / ଟେଣ୍ଡର କଲ୍ ନୋଟିସ୍ | ତହସିଲଦାର, ମୁନିଗୁଡ଼ା |
07-01-2026 | 20-01-2026 -1:00 PM |
(3.17 MB) କ୍ୱୋଟେସନ୍ / ଟେଣ୍ଡର କଲ୍ ନୋଟିସ୍
|
|
| 96 | ବର୍ଷ ୨୦୨୪-୨୫ ପାଇଁ ମିଡ୍ୱାଇଫେରୀ ନେତୃତ୍ୱାଧୀନ ସେବା ପ୍ରଦାନ କେୟାର ୟୁନିଟ୍ (MLCU) ର ଉପକରଣ ଓ ଫର୍ନିଚର ସରବରାହ ପାଇଁ ରେଟ୍ କନ୍ଟ୍ରାକ୍ଟ ଅନୁମୋଦନ ସମ୍ପର୍କିତ ଏକ ଆଦର୍ଶ ଟେଣ୍ଡର କଲ୍ ନୋଟିସ | ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସାର୍ବଜନୀନ ସ୍ୱାସ୍ଥ୍ୟ ଅଧିକାରୀ (CDM & PHO), ରାୟଗଡ଼ା |
31-12-2025 | 19-01-2026 -5:30 PM |
(800.09 KB) ଟେଣ୍ଡର କଲ୍ ନୋଟିସ
|
|
| 97 | ଏହା ଦ୍ୱାରା ସମସ୍ତ ଯୋଗ୍ୟ, ଅନୁଭବୀ ଏବଂ NABL ଦ୍ୱାରା ଅନୁମୋଦିତ ପରୀକ୍ଷାଗାର ଠାରୁ ଲିନେନ ଓ ପାଣି ର ଗୁଣମାନ ପରୀକ୍ଷା କରିବା ନିମିତ୍ତେ ଟେଣ୍ଡର ଆହ୍ୱାନ କରାଯାଉଛି | ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳନା ସହାୟକ ଏକକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାୟଗଡ଼ା |
30-12-2025 | 19-01-2026 -5:00 PM |
(403.6 KB) ଟେଣ୍ଡର ଆହ୍ୱାନ ସୂଚନା
|
|
| 98 | ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ, ଲୋକାଲ୍ ଫଣ୍ଡ ଅଡିଟ୍, ରାୟଗଡ଼ାର ସରକାରୀ କାର୍ଯ୍ୟ ସୁବିଧାର୍ଥେ ଗୋଟିଏ ଯାନ ଯୋଗାଇ ଦେବା ପାଇଁ ଆଗ୍ରହୀ ଯାନମାଳିକମାନଙ୍କ ଠାରୁ ସିଲ୍ ମୋହରାଯୁକ୍ତ କୋଟେସନ୍ / ଟେଣ୍ଡର ଆହ୍ୱାନ କରାଯାଉଛି | ଜିଲ୍ଲା ଅଡିଟ୍ ଅଧିକାରୀ, ଲୋକାଲ୍ ଫଣ୍ଡ ଅଡିଟ୍, ରାୟଗଡ଼ା |
07-01-2026 | 19-01-2026 -2:00 PM |
(869.79 KB) ଟେଣ୍ଡର କଲ୍ ନୋଟିସ୍
|
|
| 99 | ରାମନାଗୁଡ଼ା ବ୍ଲକ କାର୍ଯ୍ୟାଳୟର ସରକାରୀ କାର୍ଯ୍ୟରେ ବ୍ୟବହାର ନିମନ୍ତେ RH ଯୋଜନା ଅଧୀନରେ ଗୋଟିଏ ଯାନବାହନ ଯୋଗାଣ ପାଇଁ ଟେଣ୍ଡର/ଦରଖାସ୍ତ ଆହ୍ୱାନ କରାଯାଉଛି | ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାମନାଗୁଡ଼ା |
09-01-2026 | 16-01-2026 -4:00 PM |
(1.78 MB) ଟେଣ୍ଡର ଆହ୍ୱାନ ସୂଚନା
|
|
| 100 | ଗ୍ରାମ ପଞ୍ଚାୟତ ସ୍ତର ଫେଡେରେସନ୍ (GPLF) ଭବନ ନିର୍ମାଣ କାର୍ଯ୍ୟ (ସିଭିଲ୍) ନିମନ୍ତେ ସାଧାରଣ ଠିକାଦାର / ପଞ୍ଜିକୃତ ସିଭିଲ୍ କଂଟ୍ରାକ୍ଟରମାନଙ୍କ ଠାରୁ ସିଲ୍ଡ୍ ଟେଣ୍ଡର ଆହ୍ୱାନ କରାଯାଉଛି | ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଳ୍ୟାଣସିଂହପୁର |
05-01-2026 | 16-01-2026 -5:00 PM |
(2.23 MB) ଟେଣ୍ଡର କଲ୍ ନୋଟିଫିକେସନ୍
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ବିଭାଗ
- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଜିଲ୍ଲା ଯୋଗାଣ ଓ ବିପଣନ ସମିତି
- ଶିକ୍ଷା
- ସ୍ୱାସ୍ଥ୍ୟ
- ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ଶିଳ୍ପ ଓ ହସ୍ତଶିଳ୍ପ
- ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
- ଶ୍ରମ
- ପୌରପାଳିକା
- ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର
- ଯୋଜନା ଓ ଅନୁଧ୍ୟାନ ୟୁନିଟ୍
- ଗ୍ରାମ୍ୟ ଜଳୟୋଗାଣ ଓ ପରିମଳ
- ଜଳ ସମ୍ପଦ
- ନିର୍ଦ୍ଦେଶିକା
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- କୋଭିଡ – ୧୯
- ବିପର୍ୟ୍ୟୟ ସହାୟକ ହିତାଧିକାରୀ
- କୋଭିଡ୍ ଡ୍ୟାଶବୋର୍ଡ ରାୟଗଡା
- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ
- ନିଜର ବଡିଗାର୍ଡ ସେତୁ ସହ ଯୋଡିବା ପାଇଁ IVRS ନମ୍ବର ୧୯୨୧ ଡାଏଲ କରନ୍ତୁ
- ପ୍ରବାସୀଙ୍କ ପଞ୍ଜିକରଣ
- ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ୍ ପାଇଁ ଆବେଦନ କରନ୍ତୁ
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭାରତ ସରକାର
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡିଶା ସରକାର
- କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟ ଓ ଯତ୍ନ କେନ୍ଦ୍ର, ରାୟଗଡା
- ନିର୍ବାଚନ
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଟିକି ମାଉସି ଭିଡିଓ
- ସୂଚନା ଅଧିକାର
- ଫର୍ମ