| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 131 | ଗୁଡ଼ାରୀ ବ୍ଲକ ଅଧୀନସ୍ଥ ବିଭିନ୍ନ ସ୍ଥାନରେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଯୋଗାଣ ଓ ସ୍ଥାପନା କାର୍ଯ୍ୟ ପାଇଁ ଆଗ୍ରହୀ, ଅଭିଜ୍ଞତାସମ୍ପନ୍ନ ଓ ନିବନ୍ଧିତ ଫର୍ମ/ଏଜେନ୍ସୀ/ସପ୍ଲାୟରମାନଙ୍କଠାରୁ ସିଲ୍ବନ୍ଦ କୋଟେସନ୍ ଆହ୍ୱାନ କରାଯାଉଛି | ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଡ଼ାରୀ |
22-12-2025 | 31-12-2025 - |
(2 MB) କୋଟେସନ୍ ଆହ୍ୱାନ ସୂଚନା
|
|
| 132 | ଜିଲ୍ଲା ପ୍ରବନ୍ଧକ, ଓଡ଼ିଶା ରାଜ୍ୟ ନାଗରିକ ଆପୂର୍ତ୍ତି ନିଗମ ଲିମିଟେଡ୍, ରାୟଗଡ଼ାଙ୍କ କାର୍ଯ୍ୟାଳୟର ଆଧିକାରିକ କାର୍ଯ୍ୟସାଧନ ନିମନ୍ତେ ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ ଭାଡାରେ ନିଯୁକ୍ତ ଯାନ ପାଇଁ ସିଲ୍ଡ୍ ନିବିଦା ଆହ୍ୱାନ କରାଯାଉଛି | ସିଏସଓ-କମ୍-ଜିଲ୍ଲା ପ୍ରବନ୍ଧକ, ଓଡ଼ିଶା ରାଜ୍ୟ ନାଗରିକ ଆପୂର୍ତ୍ତି ନିଗମ ଲିମିଟେଡ୍, ରାୟଗଡ଼ା |
19-12-2025 | 30-12-2025 -10:30 AM |
(610.49 KB) ନିବିଦା ଆହ୍ୱାନ ସୂଚନା ବିଜ୍ଞାପନ
|
|
| 133 | କାଲ୍ୟାଣସିଂହପୁର ତହସିଲ କାର୍ଯ୍ୟାଳୟର ସରକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଟିଏ ଯାନବାହନ ଯୋଗାଣ ନିମନ୍ତେ ଯୋଗ୍ୟ, ଅଭିଜ୍ଞ ଏବଂ ନିବନ୍ଧିତ ଯାନ ଯୋଗାଣଦାର/ଏଜେନ୍ସିମାନଙ୍କଠାରୁ ସିଲ୍ ବନ୍ଦ ଟେଣ୍ଡର ଆହ୍ୱାନ କରାଯାଉଛି | ତହସିଲଦାର, କାଲ୍ୟାଣସିଂହପୁର |
17-12-2025 | 29-12-2025 -2:00 PM |
(3.77 MB) ଟେଣ୍ଡର ଡାକ୍ ସୂଚନା
|
|
| 134 | ଲାଇବ୍ରେରୀ ପାଇଁ ପୁସ୍ତକ ଯୋଗାଣ ସମ୍ବନ୍ଧୀୟ ଟେଣ୍ଡର କଲ୍ ନୋଟିସ | ପ୍ରାଚାର୍ଯ୍ୟ, ମଡେଲ୍ ଡିଗ୍ରୀ କଲେଜ, ରାୟଗଡା |
02-12-2025 | 26-12-2025 -4:00 PM |
(1.86 MB) ଟେଣ୍ଡର କଲ୍ ନୋଟିସ
|
|
| 135 | ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ରାୟଗଡାର ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଅନୁଭବୀ ଯାନ ମାଲିକ / ଟ୍ରାଭେଲ୍ ଏଜେନ୍ସି ମାନଙ୍କଠାରୁ ଗୋଟିଏ ଯାନ ଭଡାରେ ନେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି | ଜିଲ୍ଲା ପଞ୍ଚାୟତ ଅଧିକାରୀ, ରାୟଗଡା |
18-12-2025 | 24-12-2025 -11:30 AM |
(2.92 MB) ଟେଣ୍ଡର ଆହ୍ୱାନ ସୂଚନା
|
|
| 136 | ଜିଲ୍ଲାସ୍ତରୀୟ “ମାଛ ଓ ପ୍ରାଣୀ ସମ୍ପଦ ମେଳା–୨୦୨୫” ଆୟୋଜନ ସୁଚାରୁ ଭାବେ କରିବା ଉଦ୍ଦେଶ୍ୟରେ ଅନୁଭବୀ ସଂସ୍ଥା ମାନଙ୍କଠାରୁ ଷ୍ଟଲ୍, ମଞ୍ଚ, ଟେଣ୍ଟେଜ୍ ସମ୍ପର୍କିତ କାର୍ଯ୍ୟ ପାଇଁ ରୁଚି ପ୍ରକାଶ ଆହ୍ୱାନ କରାଯାଉଛି | ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ରାୟଗଡା |
18-12-2025 | 23-12-2025 -5:00 PM |
(1.08 MB) ରୁଚି ପ୍ରକାଶ ପତ୍ର
|
|
| 137 | ଜିଲ୍ଲାସ୍ତରୀୟ “ମାଛ ଓ ପ୍ରାଣୀ ସମ୍ପଦ ମେଳା–୨୦୨୫” ଆୟୋଜନ ସୁଚାରୁ ଭାବେ କରିବା ଉଦ୍ଦେଶ୍ୟରେ ଅନୁଭବୀ ସଂସ୍ଥା ମାନଙ୍କଠାରୁ କିଟ୍ ବ୍ୟାଗ୍ ଯୋଗାଣ ପାଇଁ ରୁଚି ପ୍ରକାଶ ଆହ୍ୱାନ କରାଯାଉଛି | ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ରାୟଗଡା |
18-12-2025 | 23-12-2025 -5:00 PM |
(971.42 KB) ରୁଚି ପ୍ରକାଶ ପତ୍ର
|
|
| 138 | ଜିଲ୍ଲାସ୍ତରୀୟ “ମାଛ ଓ ପ୍ରାଣୀ ସମ୍ପଦ ମେଳା–୨୦୨୫” ଆୟୋଜନ ସୁସଂଗଠିତ ଭାବେ କରିବା ପାଇଁ ଖାଦ୍ୟ ସେବା ପ୍ରଦାନକାରୀ ସଂସ୍ଥା / ଫର୍ମ ମାନଙ୍କଠାରୁ ରୁଚି ପ୍ରକାଶ ଆହ୍ୱାନ କରାଯାଉଛି | ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ରାୟଗଡା |
18-12-2025 | 23-12-2025 -5:00 PM |
(892.31 KB) ରୁଚି ପ୍ରକାଶ ପତ୍ର
|
|
| 139 | ରାୟଗଡା ଜିଲ୍ଲାର ଜିଲ୍ଲାସ୍ତରୀୟ ଫାର୍ମ ମେକାନାଇଜେସନ୍ ମେଳା–୨୦୨୫ ପାଇଁ ଆଗ୍ରହ ପ୍ରକାଶ ପତ୍ର | ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ରାୟଗଡା |
15-12-2025 | 23-12-2025 -5:30 PM |
(12.49 MB) ଆଗ୍ରହ ପ୍ରକାଶ ପତ୍ର
|
|
| 140 | ମୋଡେଲ୍ ଡିଗ୍ରୀ କଲେଜ୍ ପାଇଁ ଲାବ୍ ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ ସୂଚନା | ପ୍ରାଚାର୍ଯ୍ୟ, ମୋଡେଲ୍ ଡିଗ୍ରୀ କଲେଜ୍, ରାୟଗଡା |
29-11-2025 | 20-12-2025 -4:00 PM |
(8.32 MB) ଟେଣ୍ଡର ଆହ୍ୱାନ ସୂଚନା
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
-
ବିଭାଗ
- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଜିଲ୍ଲା ଯୋଗାଣ ଓ ବିପଣନ ସମିତି
- ଶିକ୍ଷା
-
ସ୍ୱାସ୍ଥ୍ୟ
- ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ଶିଳ୍ପ ଓ ହସ୍ତଶିଳ୍ପ
- ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
- ଶ୍ରମ
- ପୌରପାଳିକା
- ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର
- ଯୋଜନା ଓ ଅନୁଧ୍ୟାନ ୟୁନିଟ୍
- ଗ୍ରାମ୍ୟ ଜଳୟୋଗାଣ ଓ ପରିମଳ
- ଜଳ ସମ୍ପଦ
- ନିର୍ଦ୍ଦେଶିକା
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
-
ଅଧିକ +
- ଜିଲ୍ଲା ଗେଜେଟିୟର
-
କୋଭିଡ – ୧୯
- ବିପର୍ୟ୍ୟୟ ସହାୟକ ହିତାଧିକାରୀ
- କୋଭିଡ୍ ଡ୍ୟାଶବୋର୍ଡ ରାୟଗଡା
- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ
- ନିଜର ବଡିଗାର୍ଡ ସେତୁ ସହ ଯୋଡିବା ପାଇଁ IVRS ନମ୍ବର ୧୯୨୧ ଡାଏଲ କରନ୍ତୁ
- ପ୍ରବାସୀଙ୍କ ପଞ୍ଜିକରଣ
- ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ୍ ପାଇଁ ଆବେଦନ କରନ୍ତୁ
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭାରତ ସରକାର
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡିଶା ସରକାର
- କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟ ଓ ଯତ୍ନ କେନ୍ଦ୍ର, ରାୟଗଡା
- ନିର୍ବାଚନ
- ନାଗରିକ ସେବା
-
ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଟିକି ମାଉସି ଭିଡିଓ
- ସୂଚନା ଅଧିକାର
- ଫର୍ମ