• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବିଷୟ ବର୍ଣ୍ଣନା କାର୍ଯ୍ୟାଳୟର ନାମ ଆରମ୍ଭ ତାରିଖ ଶେଷ ତାରିଖ ଦେଖନ୍ତୁ/ଡାଉନଲୋଡ୍
1 ରାୟଗଡା ଜିଲ୍ଲାର ଏସ୍‌.ଏସ୍‌.ଡି. ବିଦ୍ୟାଳୟ ହୋଷ୍ଟେଲ୍‌ଗୁଡିକ ପାଇଁ ରନ୍ଧଣ ପାତ୍ର ଓ ରସୋଇ ସାମଗ୍ରୀ ଯୋଗାଣ ସମ୍ପର୍କରେ ପୂର୍ବରୁ ଜାରି କରାଯାଇଥିବା ଟେଣ୍ଡର ଆହ୍ୱାନ ସୂଚନାକୁ ଏହାଦ୍ୱାରା ବାତିଲ କରାଯାଉଛି

ଜିଲ୍ଲା କଳ୍ୟାଣ ଅଧିକାରୀ, ରାୟଗଡା

23-03-2026 21-04-2026 - (450.88 KB) ଟେଣ୍ଡର ଆହ୍ୱାନ ସୂଚନା ସଂଖ୍ୟା ୭୫୩, ତାରିଖ ୧୦.୦୨.୨୬ ର ବାତିଲ ସୂଚନା ରାୟଗଡା ଜିଲ୍ଲାର ଏସ୍‌.ଏସ୍‌.ଡି. ବିଦ୍ୟାଳୟ ହୋଷ୍ଟେଲ୍‌ଗୁଡିକ ପାଇଁ ରନ୍ଧଣ ପାତ୍ର ଓ ରସୋଇ ସାମଗ୍ରୀ ଯୋଗାଣ ସମ୍ପର୍କରେ ପୂର୍ବରୁ ଜାରି କରାଯାଇଥିବା ଟେଣ୍ଡର ଆହ୍ୱାନ ସୂଚନାକୁ ଏହାଦ୍ୱାରା ବାତିଲ କରାଯାଉଛି
  1. ରନ୍ଧଣ ପାତ୍ର ସମ୍ବନ୍ଧୀୟ ଟେଣ୍ଡର (1.64 MB)
2 କଳ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ମାଝିଗୁଡା ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ନିର୍ମାଣ କାର୍ଯ୍ୟ” ପାଇଁ ପୂର୍ବରୁ ପ୍ରକାଶିତ ଟେଣ୍ଡର ବାତିଲ୍‌ କରାଯାଇଛି

ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଳ୍ୟାଣସିଂହପୁର

18-03-2026 16-04-2026 - (768.23 KB) ଟେଣ୍ଡର ବାତିଲ୍‌ ସୂଚନା କଳ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ମାଝିଗୁଡା ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ନିର୍ମାଣ କାର୍ଯ୍ୟ” ପାଇଁ ପୂର୍ବରୁ ପ୍ରକାଶିତ ଟେଣ୍ଡର ବାତିଲ୍‌ କରାଯାଇଛି
3 ମାଝିଗୁଡା ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରର ସୁଭଦ୍ରା ଶକ୍ତି କେନ୍ଦ୍ର (ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍) ଭବନ ନିର୍ମାଣ କାମ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି

ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଳ୍ୟାଣସିଂହପୁର

02-04-2026 13-04-2026 -5:00 PM (2.33 MB) ମାଝିଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ ପକ୍ଷରୁ ଟେଣ୍ଡର ଆହ୍ୱାନ ସୂଚନା ମାଝିଗୁଡା ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରର ସୁଭଦ୍ରା ଶକ୍ତି କେନ୍ଦ୍ର (ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍) ଭବନ ନିର୍ମାଣ କାମ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି
4 ଓଡିଶା ଆଦର୍ଶ ବିଦ୍ୟାଳୟ, ତଡାମା, ଜିଲ୍ଲା–ରାୟଗଡ଼ା ପକ୍ଷରୁ ବିଦ୍ୟାଳୟର ବିଭିନ୍ନ ସାମଗ୍ରୀ ଯଥା କାର୍ଯ୍ୟାଳୟ ଷ୍ଟେସନେରୀ ସାମଗ୍ରୀ, ପୋଷାକ ସାମଗ୍ରୀ, କ୍ରୀଡା ସାମଗ୍ରୀ, ଏବଂ ପଢ଼ା-ଲେଖା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି

ଓଡିଶା ଆଦର୍ଶ ବିଦ୍ୟାଳୟ, ତଡାମା, ଜିଲ୍ଲା–ରାୟଗଡ଼ା ପକ୍ଷରୁ ବିଦ୍ୟାଳୟର ବିଭିନ୍ନ ପ୍ରୟୋଜନୀୟ ସାମଗ୍ରୀ ଯଥା କାର୍ଯ୍ୟାଳୟ ଷ୍ଟେସନେରୀ ସାମଗ୍ରୀ, ପୋଷାକ ସାମଗ୍ରୀ, କ୍ରୀଡା ସାମଗ୍ରୀ, ପଢ଼ା-ଲେଖା ସାମଗ୍ରୀ, ଖାଦ୍ୟ ସାମଗ୍ରୀ, କସ୍ମେଟିକ୍ସ ସାମଗ୍ରୀ, ସବ୍ଜି ସାମଗ୍ରୀ, ଏବଂ ନନ୍-ଭେଜ୍ ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି

ପ୍ରଧାନଶିକ୍ଷକ, ଓଏଭି ତଡାମା, ରାୟଗଡ଼ା

24-03-2026 12-04-2026 -4:00 PM (1.16 MB) ଓଏଭି, ତଡାମା ପାଇଁ ଟେଣ୍ଡର ଆହ୍ୱାନ ସୂଚନା ଓଡିଶା ଆଦର୍ଶ ବିଦ୍ୟାଳୟ, ତଡାମା, ଜିଲ୍ଲା–ରାୟଗଡ଼ା ପକ୍ଷରୁ ବିଦ୍ୟାଳୟର ବିଭିନ୍ନ ସାମଗ୍ରୀ ଯଥା କାର୍ଯ୍ୟାଳୟ ଷ୍ଟେସନେରୀ ସାମଗ୍ରୀ, ପୋଷାକ ସାମଗ୍ରୀ, କ୍ରୀଡା ସାମଗ୍ରୀ, ଏବଂ ପଢ଼ା-ଲେଖା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି
  1. ଓଏଭି, ତଡାମା ପାଇଁ ଟେଣ୍ଡର ଦଲିଲପତ୍ର (1.43 MB)
5 ରାୟଗଡ଼ା ଜିଲ୍ଲାର ୧୧ ଟି ମାଇନର ମିନେରାଲ୍ ସ୍ରୋତ ଲିଜ୍ ପାଇଁ ପୂର୍ବରୁ ପ୍ରକାଶିତ ହୋଇଥିବା ଟେଣ୍ଡର ସୂଚନାକୁ ପ୍ରଶାସନିକ କାରଣବଶତଃ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ସ୍ଥଗିତ ସମ୍ବନ୍ଧୀୟ ସୂଚନା

ଖଣି ଅଧିକାରୀ, ରାୟଗଡ଼ା

07-03-2026 07-04-2026 - (2.53 MB) ଟେଣ୍ଡର ସ୍ଥଗିତ ସୂଚନା ରାୟଗଡ଼ା ଜିଲ୍ଲାର ୧୧ ଟି ମାଇନର ମିନେରାଲ୍ ସ୍ରୋତ ଲିଜ୍ ପାଇଁ ପୂର୍ବରୁ ପ୍ରକାଶିତ ହୋଇଥିବା ଟେଣ୍ଡର ସୂଚନାକୁ ପ୍ରଶାସନିକ କାରଣବଶତଃ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ସ୍ଥଗିତ ସମ୍ବନ୍ଧୀୟ ସୂଚନା
6 ଦ୍ୱିବାର୍ଷିକ ବର୍ଷ ୨୦୨୫–୨୭ ପାଇଁ ସାମଗ୍ରୀ ଲୋଡିଂ, ଅନଲୋଡିଂ ଓ ହ୍ୟାଣ୍ଡଲିଂ କାର୍ଯ୍ୟ ସଞ୍ଚାଳନ ନିମନ୍ତେ କନ୍ଟ୍ରାକ୍ଟର ନିଯୁକ୍ତି ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି

ସିଏସଓ-କମ୍-ଜିଲ୍ଲା ପ୍ରବନ୍ଧକ, ଓଏସସିଏସସି ଲିମିଟେଡ୍‌, ରାୟଗଡା

10-03-2026 06-04-2026 -5:00 PM (3.82 MB) ଟେଣ୍ଡର କଲ୍ ନୋଟିସ୍ ଦ୍ୱିବାର୍ଷିକ ବର୍ଷ ୨୦୨୫–୨୭ ପାଇଁ ସାମଗ୍ରୀ ଲୋଡିଂ, ଅନଲୋଡିଂ ଓ ହ୍ୟାଣ୍ଡଲିଂ କାର୍ଯ୍ୟ ସଞ୍ଚାଳନ ନିମନ୍ତେ କନ୍ଟ୍ରାକ୍ଟର ନିଯୁକ୍ତି ପାଇଁ  ଟେଣ୍ଡର ଆହ୍ୱାନ କରାଯାଉଛି
7 କଟନ୍ ଜିନିଂ ଏବଂ ପ୍ରେସିଂ ମିଲ୍‌ ସ୍ଥାପନ ଓ ପରିଚାଳନା ସହ ରକ୍ଷାଣାବେକ୍ଷଣ ପାଇଁ ଆଗ୍ରହ ପ୍ରକାଶ ପତ୍ର ସୂଚନା

ଅଧ୍ୟକ୍ଷ, ଆର୍‌.ଏମ୍‌.ସି., ଗୁଣୁପୁର

02-03-2026 06-04-2026 -5:00 PM (816.53 KB) ଜିନିଂ ଏବଂ ପ୍ରେସିଂ ମିଲ୍‌ ପାଇଁ ଆଗ୍ରହ ପ୍ରକାଶ ପତ୍ର ସୂଚନା କଟନ୍ ଜିନିଂ ଏବଂ ପ୍ରେସିଂ ମିଲ୍‌ ସ୍ଥାପନ ଓ ପରିଚାଳନା ସହ ରକ୍ଷାଣାବେକ୍ଷଣ ପାଇଁ  ଆଗ୍ରହ ପ୍ରକାଶ ପତ୍ର ସୂଚନା
  1. ଆଗ୍ରହ ପ୍ରକାଶ ପତ୍ର ସମ୍ବନ୍ଧୀୟ ଆବଶ୍ୟକ କାଗଜପତ୍ର (14.28 MB)
8 କାଶୀପୁର ତହସିଲ୍‌ ଅଧୀନରେ କାର୍ଯ୍ୟରତ ରେଭେନ୍ୟୁ ଇନ୍ସପେକ୍ଟରମାନଙ୍କ ଆଧିକାରିକ ବ୍ୟବହାର ନିମନ୍ତେ ୧୧ ଟି ଲ୍ୟାପଟପ୍ ଯୋଗାଣ ପାଇଁ ସିଲ୍‌ ହୋଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି

ତହସିଲଦାର, କାଶୀପୁର

20-03-2026 04-04-2026 -5:30 PM (4.58 MB) ଟେଣ୍ଡର ଆହ୍ବାନ ସୂଚନା କାଶୀପୁର ତହସିଲ୍‌ ଅଧୀନରେ କାର୍ଯ୍ୟରତ ରେଭେନ୍ୟୁ ଇନ୍ସପେକ୍ଟରମାନଙ୍କ ଆଧିକାରିକ ବ୍ୟବହାର ନିମନ୍ତେ ୧୧ ଟି ଲ୍ୟାପଟପ୍ ଯୋଗାଣ ପାଇଁ ସିଲ୍‌ ହୋଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି
9 ଝିଗିଡି, ବ୍ଲକ୍–ବିସମକଟକ, ଜିଲ୍ଲା–ରାୟଗଡା ରେ ହସ୍ତଶିଳ୍ପ ଭିଲେଜ୍ ସ୍ଥାପନା ପାଇଁ ଆଗ୍ରହ ପ୍ରକାଶ ପତ୍ର ଆହ୍ୱାନ ସୂଚନା

ସହାୟକ ନିର୍ଦ୍ଦେଶକ (ହସ୍ତଶିଳ୍ପ), ଜିଲ୍ଲା ଶିଳ୍ପ କାର୍ଯ୍ୟାଳୟ, ରାୟଗଡା

13-03-2026 02-04-2026 -4:00 PM (366.47 KB) ଆଗ୍ରହ ପ୍ରକାଶ ପତ୍ର ଆହ୍ୱାନ ସୂଚନା. ଝିଗିଡି, ବ୍ଲକ୍–ବିସମକଟକ, ଜିଲ୍ଲା–ରାୟଗଡା ରେ ହସ୍ତଶିଳ୍ପ ଭିଲେଜ୍ ସ୍ଥାପନା ପାଇଁ ଆଗ୍ରହ ପ୍ରକାଶ ପତ୍ର ଆହ୍ୱାନ ସୂଚନା
  1. ଆଗ୍ରହ ପ୍ରକାଶ ପତ୍ର ସମ୍ବନ୍ଧୀୟ ଦଳିଲପତ୍ର (8.85 MB)
10 ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ, ବିସ୍ସମକଟକ ପାଇଁ ଗୋଟିଏ ଯାନ ଯୋଗାଣ ନିମନ୍ତେ କୋଟେସନ୍/ଟେଣ୍ଡର ଆହ୍ୱାନ ସୂଚନା

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବିସ୍ସମକଟକ

24-03-2026 31-03-2026 -12:00 PM (1.63 MB) ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ, ବିସ୍ସମକଟକର ଯାନ ଟେଣ୍ଡର ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ, ବିସ୍ସମକଟକ ପାଇଁ ଗୋଟିଏ ଯାନ ଯୋଗାଣ ନିମନ୍ତେ କୋଟେସନ୍/ଟେଣ୍ଡର ଆହ୍ୱାନ ସୂଚନା
Sr. No. Title Description Start Date End Date Download/Details
1 ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡା ରେ ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ଶ୍ରେଣୀ–୧ ରେ ଭର୍ତ୍ତି ନିମନ୍ତେ ଅନଲାଇନ୍ ନିବନ୍ଧନ ସୂଚନା

ପ୍ରଧାନ ଶିକ୍ଷକ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡା

20-03-2026 02-04-2026 ADMISSION NOTICE.pdf (171.75 KB) , ADMISSION SCHEDULE.pdf (767.46 KB)