• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 ରାୟଗଡା ଜିଲ୍ଲା ପରିଷଦ ଅଧୀନ ବିଭିନ୍ନ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପାଇଁ ସିଭିଲ୍ ଏବଂ ସ୍ଥାପତ୍ୟ (ଆର୍କିଟେକ୍ଚରାଲ୍) ପରାମର୍ଶଦାତା ସେବା ନିଯୁକ୍ତି ନିମନ୍ତେ ଆଗ୍ରହ ପ୍ରକାଶ ଆହ୍ୱାନ

ରାୟଗଡା ଜିଲ୍ଲା ପରିଷଦ ଅଧୀନ ବିଭିନ୍ନ ବିଦ୍ୟାଳୟର ନିର୍ମାଣ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟ ତଥା ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (DPR) ପ୍ରସ୍ତୁତି ନିମନ୍ତେ ସିଭିଲ୍ ଓ ସ୍ଥାପତ୍ୟ ପରାମର୍ଶଦାତା ସେବା ପ୍ରଦାନକାରୀ ସଂସ୍ଥା/ଏଜେନ୍ସିଙ୍କ ଠାରୁ ଆଗ୍ରହ ପ୍ରକାଶ ପତ୍ର ଆହ୍ୱାନ କରାଯାଉଛି

ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡା ଏବଂ 

ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ଖଣିଜ ଫାଉଣ୍ଡେସନ, ରାୟଗଡା

12-06-2026 29-06-2026 -5:00 PM (24.63 MB) ସିଭିଲ୍ ଏବଂ ସ୍ଥାପତ୍ୟ (ଆର୍କିଟେକ୍ଚରାଲ୍) ପରାମର୍ଶଦାତା ସେବା ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ ପତ୍ର ଆହ୍ୱାନ ରାୟଗଡା ଜିଲ୍ଲା ପରିଷଦ ଅଧୀନ ବିଭିନ୍ନ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପାଇଁ ସିଭିଲ୍ ଏବଂ ସ୍ଥାପତ୍ୟ (ଆର୍କିଟେକ୍ଚରାଲ୍) ପରାମର୍ଶଦାତା ସେବା ନିଯୁକ୍ତି ନିମନ୍ତେ ଆଗ୍ରହ ପ୍ରକାଶ ଆହ୍ୱାନ