• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ଗର୍ଲସ୍ ହୋଷ୍ଟେଲ୍, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୁଡାରୀ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ଗର୍ଲ୍ସ ହୋଷ୍ଟେଲ୍, ଓଡିଶା ଆଦର୍ଶ ବିଦ୍ୟାଳୟ , ଗୁଡାରୀ ପାଇଁ ୨୦୨୬–୨୭ ବର୍ଷରେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଦୈନନ୍ଦିନ ଖାଦ୍ୟ ସାମଗ୍ରୀ, ସବ୍ଜି ଏବଂ ଫଳ, ଅମିଷ ସାମଗ୍ରୀ (ମାଛ, ଡିମ୍ବ, ମୁର୍ଗୀ), କସ୍ମେଟିକ୍ସ ଓ ଟଏଲେଟ୍ରୀ ସାମଗ୍ରୀ, ସ୍ନାକ୍ସ ସାମଗ୍ରୀ, ପୋଷାକ ସାମଗ୍ରୀ, ଶିକ୍ଷା ସାମଗ୍ରୀ ଓ କାର୍ଯ୍ୟାଳୟ ସ୍ଟେସନେରୀ, ବିଛାଣ  ସାମଗ୍ରୀ, ବିଦ୍ୟୁତ ସାମଗ୍ରୀ ଏବଂ କ୍ରୀଡା ସାମଗ୍ରୀ ଯୋଗାଣ ପାଇଁ  ଟେଣ୍ଡର ଆମନ୍ତ୍ରଣ କରାଯାଉଛି

ପ୍ରଧାନଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୁଡାରୀ, ରାୟଗଡା

18-04-2026 02-05-2026 -11:00 AM (16.36 MB) Tender Call Notice of OAV, Gudari କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟାଇପ୍–୪ ଗର୍ଲସ୍ ହୋଷ୍ଟେଲ୍, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୁଡାରୀ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି