• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଜଳତାର, ବ୍ଲକ-ଗୁଣୁପୁର, ଜିଲ୍ଲା-ରାୟଗଡ଼ା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ କରାଯାଉଛି

କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଜଳତାର, ବ୍ଲକ-ଗୁଣୁପୁର, ଜିଲ୍ଲା-ରାୟଗଡ଼ାରେ ବର୍ଷ ୨୦୨୫-୨୬ ପାଇଁ ନିମ୍ନୋଲ୍ଲେଖିତ ସାମଗ୍ରୀ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ କରାଯାଉଛି ଯୋଗାଣ କରିବାକୁ ଥିବା ସାମଗ୍ରୀ: ଡ୍ରେସ୍‌ ମାଟେରିଆଲ୍‌, ବିଦ୍ୟୁତ ସାମଗ୍ରୀ, ପଢ଼ା-ଲେଖା ଓ ଅଧ୍ୟୟନ ସାମଗ୍ରୀ, କାର୍ଯ୍ୟାଳୟ ଷ୍ଟେସନେରୀ ସାମଗ୍ରୀ, ବେଡିଂ ସାମଗ୍ରୀ

ମୁଖ୍ୟଶିକ୍ଷୟିତ୍ରୀ, କେଜିବିଭି, ଜଳତାର, ବ୍ଲକ-ଗୁଣୁପୁର, ଜିଲ୍ଲା-ରାୟଗଡ଼ା

21-04-2026 05-05-2026 -4:00 PM (1.01 MB) ନିବିଦା ଆହ୍ୱାନ ସୂଚନା କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଜଳତାର, ବ୍ଲକ-ଗୁଣୁପୁର, ଜିଲ୍ଲା-ରାୟଗଡ଼ା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ କରାଯାଉଛି
  1. ନିବିଦା ପତ୍ର (3.5 MB)