• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 ଏସ୍‌.ଟି. ଓ ଏସ୍‌.ସି. ଉନ୍ନୟନ ବିଭାଗ ଅଧୀନ ରାୟଗଡା ଜିଲ୍ଲାରେ ଆଉଟ୍‌ସୋର୍ସିଂ ଭିତ୍ତିରେ ନିଯୁକ୍ତ ଲିଗାଲ ଏଡ୍ ସେଲ୍‌ମାନଙ୍କ ପାଇଁ ଡିଇଓ-କମ୍-ଅଫିସ୍ ଆସିଷ୍ଟାଣ୍ଟ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ ସୂଚନା

ଏସ୍‌.ଟି. ଓ ଏସ୍‌.ସି. ଉନ୍ନୟନ, ଅଲ୍ପସଂଖ୍ୟକ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଲିଗାଲ ଏଡ୍ ସେଲ୍‌ଗୁଡ଼ିକ ପାଇଁ ଆଉଟ୍‌ସୋର୍ସିଂ ଭିତ୍ତିରେ ୧୪ (ଚଉଦ) ଜଣ ଡାଟା ଏଣ୍ଟ୍ରି ଅପରେଟର-କମ୍-ଅଫିସ୍ ଆସିଷ୍ଟାଣ୍ଟ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ।

ଜିଲ୍ଲା ମଙ୍ଗଳ ଅଧିକାରୀ, ରାୟଗଡା

24-06-2026 08-07-2026 -5:00 PM (4.67 MB) ଲିଗାଲ ଏଡ୍ ସେଲ୍ ପାଇଁ ନିବିଦା ଆହ୍ୱାନ ସୂଚନା ଏସ୍‌.ଟି. ଓ ଏସ୍‌.ସି. ଉନ୍ନୟନ ବିଭାଗ ଅଧୀନ ରାୟଗଡା ଜିଲ୍ଲାରେ ଆଉଟ୍‌ସୋର୍ସିଂ ଭିତ୍ତିରେ ନିଯୁକ୍ତ ଲିଗାଲ ଏଡ୍ ସେଲ୍‌ମାନଙ୍କ ପାଇଁ ଡିଇଓ-କମ୍-ଅଫିସ୍ ଆସିଷ୍ଟାଣ୍ଟ ଯୋଗାଣ ନିମନ୍ତେ ନିବିଦା ଆହ୍ୱାନ ସୂଚନା