• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ, ସିରିଗୁଡା, ରାୟଗଡା ପକ୍ଷରୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ପାଇଁ ସିଲ୍‌ମୋହରିତ ଦରପତ୍ର ଆମନ୍ତ୍ରଣ କରାଯାଉଛି

ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ, ସିରିଗୁଡା, ରାୟଗଡା ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନିମ୍ନଲିଖିତ ସାମଗ୍ରୀଗୁଡ଼ିକର ଯୋଗାଣ ପାଇଁ ସିଲ୍‌ମହରିତ ଦରପତ୍ର ଆମନ୍ତ୍ରଣ କରାଯାଉଛି। ମୁଦି ସାମଗ୍ରୀ, ସବୁଜ ତରକାରୀ, ନାସ୍ତା ଓ ଡେୟାରୀ ପଦାର୍ଥ, ଆମିଷ ସାମଗ୍ରୀ, ପଢ଼ା ଓ ଲେଖା ସାମଗ୍ରୀ, ଦୈନନ୍ଦିନ ବ୍ୟବହାର ଟଏଲେଟ୍ରିଜ୍‌, ୟୁନିଫର୍ମ, ବାସନପତ୍ର ଓ ଖେଳ ସାମଗ୍ରୀ 

ପ୍ରଧାନଶିକ୍ଷକ, ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ, ସିରିଗୁଡା, ରାୟଗଡା

18-05-2026 16-06-2026 -4:00 PM (3.49 MB) ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ସିରିଗୁଡା, ରାୟଗଡା ପାଇଁ ଦରପତ୍ର ଆହ୍ୱାନ ସୂଚନା ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ, ସିରିଗୁଡା, ରାୟଗଡା ପକ୍ଷରୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ପାଇଁ ସିଲ୍‌ମୋହରିତ ଦରପତ୍ର ଆମନ୍ତ୍ରଣ କରାଯାଉଛି
  1. ଟେଣ୍ଡର କଲ୍ ନୋଟିସ୍‌ର ସଂଶୋଧନୀ (98.2 KB)