• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବର୍ଣ୍ଣନା ତାରିଖ ଦେଖନ୍ତୁ/ଡାଉନଲୋଡ୍
41
ସିଜିମାଲି ବକ୍ସାଇଟ୍ ଖଣି ଶୀର୍ଷ ଅଂଶରୁ ରାଜ୍ୟ ସଡକ-୪୪ ପର୍ଯ୍ୟନ୍ତ ଆପ୍ରୋଚ୍ ରୋଡ୍ ନିର୍ମାଣ କାର୍ଯ୍ୟ ପାଇଁ ଦୁମେରପଦର ଗ୍ରାମର ଜମି ଅଧିଗ୍ରହଣ ସମ୍ବନ୍ଧରେ ଆର୍‌.ଏଫ୍‌.ସି.ଟି.ଏଲ୍‌.ଏ.ଆର୍‌.ଆର୍‌ ଆଇନ, ୨୦୧୩ ର ଧାରା ୧୧(୧) ଅନୁସାରେ ଏହି ପ୍ରାଥମିକ ସୂଚନା ଜାରି କରାଯାଉଛି 
09-02-2026 ଗ୍ରାମ – ଦୁମେରପଦର ସମ୍ବନ୍ଧରେ ଧାରା ୧୧(୧) ଅନୁସାରେ ପ୍ରାଥମିକ ସୂଚନା (1.51 MB)ସିଜିମାଲି ବକ୍ସାଇଟ୍ ଖଣି ଶୀର୍ଷ ଅଂଶରୁ ରାଜ୍ୟ ସଡକ-୪୪ ପର୍ଯ୍ୟନ୍ତ ଆପ୍ରୋଚ୍ ରୋଡ୍ ନିର୍ମାଣ କାର୍ଯ୍ୟ ପାଇଁ ଦୁମେରପଦର ଗ୍ରାମର ଜମି ଅଧିଗ୍ରହଣ ସମ୍ବନ୍ଧରେ ପ୍ରାଥମିକ ସୂଚନା ଜାରି କରାଯାଉଛି
42
ରାୟଗଡ଼ା ଜିଲ୍ଲାର ମାଇକାଞ୍ଚ ଏମ୍‌.ଆଇ‌.ପି. ଅଧୀନ କ୍ୟାନାଲ୍ ନିର୍ମାଣ କାର୍ଯ୍ୟ ପାଇଁ କାଶୀପୁର ତହସିଲ ଅନ୍ତର୍ଗତ ଝିରିଗାଁ ଗ୍ରାମର ବ୍ୟକ୍ତିଗତ ଜମି ଏକର ୨.୫୨ ପରିମାଣର ଅଧିଗ୍ରହଣ ସମ୍ବନ୍ଧରେ ଧାରା ୪(୧) ଅନୁସାରେ ଏହି ସୂଚନା ଜାରି କରାଯାଉଛି
10-02-2026 ଧାରା ୪(୧) ଅନୁସାରେ ସୂଚନା (1.19 MB)ରାୟଗଡ଼ା ଜିଲ୍ଲାର ମାଇକାଞ୍ଚ ଏମ୍‌.ଆଇ‌.ପି. କ୍ୟାନାଲ୍ ନିର୍ମାଣ କାର୍ଯ୍ୟ ପାଇଁ କାଶୀପୁର ତହସିଲ ଅନ୍ତର୍ଗତ ଝିରିଗାଁ ଗ୍ରାମର ବ୍ୟକ୍ତିଗତ ଜମି ଏକର ୨.୫୨ ପରିମାଣର ଅଧିଗ୍ରହଣ ସମ୍ବନ୍ଧରେ ଧାରା ୪(୧) ଅନୁସାରେ ସୂଚନା
43
ଆର୍‌.ଏଫ୍‌.ସି.ଟି.ଏଲ୍‌.ଏ.ଆର୍‌.ଆର୍‌ ଆଇନ, ୨୦୧୩ ର ଧାରା ୧୧(୧) ଅନୁସାରେ ଦୁମେରପଦର ଗ୍ରାମରେ ଅବସ୍ଥିତ ବ୍ୟକ୍ତିଗତ ଜମି ଅଧିଗ୍ରହଣ କରିବା ପ୍ରସଙ୍ଗରେ ଏହାଦ୍ୱାରା ପ୍ରାଥମିକ ସୂଚନା ଜାରି କରାଯାଉଛି 
09-02-2026 ଧାରା ୧୧(୧) ଅନୁସାରେ ପ୍ରାଥମିକ ସୂଚନା (1.94 MB)ଆର୍‌.ଏଫ୍‌.ସି.ଟି.ଏଲ୍‌.ଏ.ଆର୍‌.ଆର୍‌ ଆଇନ, ୨୦୧୩ ର ଧାରା ୧୧(୧) ଅନୁସାରେ ଦୁମେରପଦର ଗ୍ରାମରେ ଅବସ୍ଥିତ ବ୍ୟକ୍ତିଗତ ଜମି ଅଧିଗ୍ରହଣ କରିବା ପ୍ରସଙ୍ଗରେ ଏହାଦ୍ୱାରା ପ୍ରାଥମିକ ସୂଚନା ଜାରି କରାଯାଉଛି
44
ଟିଟଲାଗଡ଼–ଭିଜୟନଗରମ୍ ତୃତୀୟ ରେଳପଥ ପ୍ରକଳ୍ପ ରାୟଗଡା ଜିଲ୍ଲାର ବିଷମକଟକ ଠାରୁ ଜିମିଡିପେଟା ଅଂଶ
09-02-2026 ଟିଟଲାଗଡ଼–ଭିଜୟନଗରମ୍ ତୃତୀୟ ରେଳପଥ ପ୍ରକଳ୍ପ (2.12 MB)ଟିଟଲାଗଡ଼–ଭିଜୟନଗରମ୍ ତୃତୀୟ ରେଳପଥ ପ୍ରକଳ୍ପ ରାୟଗଡା ଜିଲ୍ଲାର ବିଷମକଟକ ଠାରୁ ଜିମିଡିପେଟା ଅଂଶ
45
ସିଜିମାଲି ବକ୍ସାଇଟ୍‌ ଖଣି ସଂପର୍କରେ ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲ ଅନ୍ତର୍ଗତ ମାଲିପାଦର ଗ୍ରାମରେ ଅବସ୍ଥିତ ମୋଟ Ac.147.680 ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ଧାରା 19(1) ଅନୁସାରେ ଘୋଷଣା
03-02-2026 19(1) ଘୋଷଣା – ମାଲିପଦର ଗ୍ରାମ (17.19 MB)ସିଜିମାଲି ବକ୍ସାଇଟ୍‌ ଖଣି ସଂପର୍କରେ ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲ ଅନ୍ତର୍ଗତ ମାଲିପାଦର ଗ୍ରାମରେ ଅବସ୍ଥିତ ମୋଟ Ac.147.680 ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ଧାରା 19(1) ଅନୁସାରେ ଘୋଷଣା
46
ଏମ୍/ଏସ୍ ୱେଦାନ୍ତା ଲିମିଟେଡ୍‌ ଦ୍ୱାରା ସିଜିମାଲି ବକ୍ସାଇଟ୍‌ ଖଣି ପାଇଁ ଅନୁମୋଦିତ ପୁନର୍ବାସ ଓ ପୁନସ୍ଥାପନ (R & R) ଯୋଜନା 
03-02-2026 ଅନୁମୋଦିତ ପୁନର୍ବାସ ଓ ପୁନସ୍ଥାପନ ଯୋଜନା (17.52 MB)ଏମ୍/ଏସ୍ ୱେଦାନ୍ତା ଲିମିଟେଡ୍‌ ଦ୍ୱାରା ସିଜିମାଲି ବକ୍ସାଇଟ୍‌ ଖଣି ପାଇଁ ଅନୁମୋଦିତ ପୁନର୍ବାସ ଓ ପୁନସ୍ଥାପନ (R & R) ଯୋଜନା
47
ରାୟଗଡ଼ା ଜିଲ୍ଲାର ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ୨୦୨୫–୨୬ ତା. ୦୭.୦୨.୨୦୨୬ (ଶନିବାର) ରେ ଆୟୋଜନ କରାଯାଉଛି 
02-02-2026 ନିଯୁକ୍ତି ମେଳା ୨୦୨୫–୨୬ (529.62 KB)ରାୟଗଡ଼ା ଜିଲ୍ଲାର ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ୨୦୨୫–୨୬ ତା. ୦୭.୦୨.୨୦୨୬ (ଶନିବାର) ରେ ଆୟୋଜନ କରାଯାଉଛି
48
ଜମି ଅଧିଗ୍ରହଣ, ପୁନର୍ବାସନ ଓ ପୁନସ୍ଥାପନରେ ନ୍ୟାୟସଂଗତ କ୍ଷତିପୂରଣ ଏବଂ ପାରଦର୍ଶିତା ଅଧିକାର ଆଇନ, ୨୦୧୩ ର ଧାରା ୮(୨) ଅନୁସାରେ ଗ୍ରାମ–ଡୁମେରପଦରରେ ବେସରକାରୀ ଜମି ଅଧିଗ୍ରହଣ ସମ୍ପର୍କିତ ଘୋଷଣା ସୂଚନା
25-01-2026 ଜମି ଅଧିଗ୍ରହଣ, ପୁନର୍ବାସନ ଓ ପୁନସ୍ଥାପନର ଧାରା ୮(୨) (398.9 KB)ଜମି ଅଧିଗ୍ରହଣ, ପୁନର୍ବାସନ ଓ ପୁନସ୍ଥାପନରେ ନ୍ୟାୟସଂଗତ କ୍ଷତିପୂରଣ ଏବଂ ପାରଦର୍ଶିତା ଅଧିକାର ଆଇନ, ୨୦୧୩ ର ଧାରା ୮(୨) ଅନୁସାରେ ଗ୍ରାମ–ଡୁମେରପଦରରେ ବେସରକାରୀ ଜମି ଅଧିଗ୍ରହଣ ସମ୍ପର୍କିତ ଘୋଷଣା ସୂଚନା
49
ରାୟଗଡ଼ା ଜିଲ୍ଲା ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ସମ୍ପର୍କିତ ଏକ ନୋଟିଫିକେସନ୍ 
15-01-2026 ବିକଶିତ ଗାଁ ବିକଶିତ ଓଡ଼ିଶା ନୋଟିଫିକେସନ୍ (688.38 KB)ରାୟଗଡ଼ା ଜିଲ୍ଲା ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ସମ୍ପର୍କିତ ଏକ ନୋଟିଫିକେସନ୍
50
ସମସ୍ତ କ୍ରୀଡା ପ୍ରେମୀ, କ୍ରୀଡାବିଦ୍ ଓ ଆଗ୍ରହୀ ଯୁବକ-ଯୁବତୀମାନଙ୍କୁ ଏହା ଜଣାଇ ଦିଆଯାଉଛି ଯେ ଜିଲ୍ଲା ଆଥଲେଟିକ୍ସ ସଂଘ, ରାୟଗଡାରେ ନୂତନ ସଦସ୍ୟମାନଙ୍କ ନାମଲେଖା ପାଇଁ ଆବେଦନ ଆମନ୍ତ୍ରଣ କରାଯାଉଛି
12-01-2026 ଜିଲ୍ଲା ଆଥଲେଟିକ୍ସ ସଂଘ (273.32 KB)ସମସ୍ତ କ୍ରୀଡା ପ୍ରେମୀ, କ୍ରୀଡାବିଦ୍ ଓ ଆଗ୍ରହୀ ଯୁବକ-ଯୁବତୀମାନଙ୍କୁ ଏହା ଜଣାଇ ଦିଆଯାଉଛି ଯେ ଜିଲ୍ଲା ଆଥଲେଟିକ୍ସ ସଂଘ, ରାୟଗଡାରେ ନୂତନ ସଦସ୍ୟମାନଙ୍କ ନାମଲେଖା ପାଇଁ ଆବେଦନ ଆମନ୍ତ୍ରଣ କରାଯାଉଛି