• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Download/Details
1 ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ, ସିରିଗୁଡା, ରାୟଗଡା ପକ୍ଷରୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ପାଇଁ ସିଲ୍‌ମୋହରିତ ଦରପତ୍ର ଆମନ୍ତ୍ରଣ କରାଯାଉଛି

ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ, ସିରିଗୁଡା, ରାୟଗଡା ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନିମ୍ନଲିଖିତ ସାମଗ୍ରୀଗୁଡ଼ିକର ଯୋଗାଣ ପାଇଁ ସିଲ୍‌ମହରିତ ଦରପତ୍ର ଆମନ୍ତ୍ରଣ କରାଯାଉଛି। ମୁଦି ସାମଗ୍ରୀ, ସବୁଜ ତରକାରୀ, ନାସ୍ତା ଓ ଡେୟାରୀ ପଦାର୍ଥ, ଆମିଷ ସାମଗ୍ରୀ, ପଢ଼ା ଓ ଲେଖା ସାମଗ୍ରୀ, ଦୈନନ୍ଦିନ ବ୍ୟବହାର ଟଏଲେଟ୍ରିଜ୍‌, ୟୁନିଫର୍ମ, ବାସନପତ୍ର ଓ ଖେଳ ସାମଗ୍ରୀ 

ପ୍ରଧାନଶିକ୍ଷକ, ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ, ସିରିଗୁଡା, ରାୟଗଡା

18-05-2026 30-05-2026 -4:00 PM (3.49 MB) ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ସିରିଗୁଡା, ରାୟଗଡା ପାଇଁ ଦରପତ୍ର ଆହ୍ୱାନ ସୂଚନା ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ, ସିରିଗୁଡା, ରାୟଗଡା ପକ୍ଷରୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ପାଇଁ ସିଲ୍‌ମୋହରିତ ଦରପତ୍ର ଆମନ୍ତ୍ରଣ କରାଯାଉଛି