ପଟ୍ଟା ପାଇବା ପାଇଁ ନିମ୍ନଲିଖିତ ଦଲିଲ ସହିତ ଆବଶକ୍ୟ ଆବେଦନ ପତ୍ର ତହସିଲ କାର୍ଯ୍ୟାଳୟ ର ଜମା କରନ୍ତୁ
- ରେଜିଷ୍ଟ୍ରେସନ ସେଲ ଡିଡ଼
- ଅନ୍ୟ ସମସ୍ଥ ଲିଙ୍କ ଡକ୍ୟୁମେଣ୍ଟ
- ଆଧାର ପରିଚୟ ପତ୍ର ର ନକଲ
ଯାଆନ୍ତୁ: http://bhulekh.ori.nic.in/RoRView.aspx
ତହସିଲ କାର୍ଯ୍ୟାଳୟ
ସ୍ଥାନ : ତହସିଲ କାର୍ଯ୍ୟାଳୟ | ସହର : ରାୟଗଡା| ପିନ କୋଡ୍ : ୭୬୫୦୦୧