• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଅନଲାଇନ ମାଧ୍ୟମ ରେ ଜ଼ିଲ୍ଲାପାଳଙ୍କ ନିକଟ ରେ ଅଭିଯୋଗ ଆବେଦନ ପ୍ରଣାଳୀ

  • http://cmgcodisha.gov.in/ ୱେବସାଇଟ ଖୋଲନ୍ତୁ
  • “ଲଜ୍ ଅଭିଯୋଗ” ରେ କ୍ଲିକ କରନ୍ତୁ
  • ବର୍ତ୍ତମାନ ଆସିଥିବା ପୃଷ୍ଠା ରେ ଦରଖାସ୍ତ ପୁରଣ କରନ୍ତୁ
  • ଆବଶ୍ୟକ ସ୍ଥଳେ ଅଭିଯୋଗ ସମ୍ବନ୍ଧିତ ନଥିପତ୍ର ପି.ଡ଼ି.ଏଫ. ରେ ଅପଲୋଡ଼ କରିପାରିବେ
  • “Submit” ରେ କ୍ଲିକ କରନ୍ତୁ
  • ଅଭିଯୋଗ ର ସ୍ତିତି ଜାଣିବା ପାଇଁ ରେଜିଷ୍ଟ୍ରେସନ ନମ୍ବର ଟିକୁ ଟିପି ରଖନ୍ତୁ

ଯାଆନ୍ତୁ: http://cmgcodisha.gov.in/

ଜ଼ିଲ୍ଲାପାଳଂକ କାର୍ଯ୍ୟାଳୟ, ରାୟଗଡ଼

ସ୍ଥାନ : ଅନଲାଇନ | ସହର : ରାୟଗଡା| ପିନ କୋଡ୍ : ୭୬୫୦୦୧