• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଡି.ଆର.ଡି.ଏ

ଜିଲ୍ଲା ଗ୍ରାମୀଣ ଉନ୍ନୟନ ବିଭାଗ ୧୯୯୩ ମସିହାରେ ନୂତନଭାବେ କାର୍ଯ୍ୟକ୍ରମ କଲା। ଏହା ୧୧ ଟି ବ୍ଲକକୁ ନେଇ ଗଠିତ। ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ – ୧୯୬୦ ଦ୍ଵାରା ଏହା ଗଠିତ। ପ୍ରକଳ୍ପ ନିର୍ଦ୍ଦେଶକ ଏହାର ମୁଖ୍ୟ ଅଟନ୍ତି। ଜିଲ୍ଲା ପରିଷଦର ଚେୟାରମ୍ୟାନ ଡି. ଆର. ଡି. ଏ ର ପରିଚାଳନା କମିଟିର ଅଧ୍ୟକ୍ଷ ଅଟନ୍ତି। ଜିଲ୍ଲାପାଳ ମୁଖ୍ୟ ଏକଜିକ୍ୟୁଟିଭି ଅଧିକାରୀ ଅଟନ୍ତି।

ଡି.ଆର.ଡି.ଏ ର ସୂଚନା

  • ଭୌଗୋଳିକ କ୍ଷେତ୍ରଫଳ                    –    ୭୫୮୪.୭୦ ବର୍ଗ କି. ମି.
  • ଜଙ୍ଗଲ                  –    ୨୮୧୨.୩୩ ବର୍ଗ କି. ମି.
  • ସବଡିଭିଜନ               –    ୨
  • ବ୍ଲକ                    –    ୧୧
  • ତହସିଲ                 –    ୧୧
  • ମ୍ୟୁନିସିପାଲିଟି              –    ୧
  • ଏନ. ଏ. ସି             –    ୧୨
  • ଗ୍ରାମପଞ୍ଚାୟତ              –    ୧୮୨
  • ଗ୍ରାମ – ୨୬୫୭
  • ଜନସଂଖ୍ୟା (୨୦୧୧୧ ଜନଗଣନା) –    ୯୬୭୯୧୧
  • ପୁରୁଷ                  –    ୪୭୧୯୬୦
  • ମହିଳା                  –    ୪୯୫୯୫୧
  • ତଫସିଲ ଭୁକ୍ତ ଜାତି          –    ୧୩୯୫୧୪
  • ପୁରୁଷ                  –    ୬୮୦୬୮
  • ମହିଳା                  –    ୭୧୪୪୬
  • ତଫସିଲ ଭୁକ୍ତ ଉପଜାତି        –    ୫୪୯୯୦୫
  • ପୁରୁଷ                   –    ୨୫୯୦୪୦
  • ମହିଳା                  –    ୨୮୨୮୪୫
  • ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର (୧୯୯୭ ସର୍ଭେ ଅନୁସାରେ) – ୧୩୫୭୮୫
  • ସାକ୍ଷରତା                –    ୪୩.୫୦ ଶତକଡା
  • ଲିଙ୍ଗଗତ ଅନୁପାତ           –    ୧୦୪୮
  • ଜନସଂଖ୍ୟାର ଘନତ୍ଵ          –     ୧୩୭
  • ଗ୍ରାମୀଣ ପରିବାର            –    ୧୬୫୬୫୭
  • ସହର ପରିବାର             –    ୨୫୧୨୪
  • ସାଧାରଣ ବୃଷ୍ଟିପାତ           –    ୧୨୮୫.୯ ମି. ମି.