| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 1 | କାଶୀପୁର ତହସିଲ୍ ଅଧୀନରେ କାର୍ଯ୍ୟରତ ରେଭେନ୍ୟୁ ଇନ୍ସପେକ୍ଟରମାନଙ୍କ ଆଧିକାରିକ ବ୍ୟବହାର ନିମନ୍ତେ ୧୧ ଟି ଲ୍ୟାପଟପ୍ ଯୋଗାଣ ପାଇଁ ସିଲ୍ ହୋଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି | ତହସିଲଦାର, କାଶୀପୁର |
20-03-2026 | 04-04-2026 -5:30 PM |
(4.58 MB) ଟେଣ୍ଡର ଆହ୍ବାନ ସୂଚନା
|
|
| 2 | ଝିଗିଡି, ବ୍ଲକ୍–ବିସମକଟକ, ଜିଲ୍ଲା–ରାୟଗଡା ରେ ହସ୍ତଶିଳ୍ପ ଭିଲେଜ୍ ସ୍ଥାପନା ପାଇଁ ଆଗ୍ରହ ପ୍ରକାଶ ପତ୍ର ଆହ୍ୱାନ ସୂଚନା | ସହାୟକ ନିର୍ଦ୍ଦେଶକ (ହସ୍ତଶିଳ୍ପ), ଜିଲ୍ଲା ଶିଳ୍ପ କାର୍ଯ୍ୟାଳୟ, ରାୟଗଡା |
13-03-2026 | 02-04-2026 -4:00 PM |
(366.47 KB) ଆଗ୍ରହ ପ୍ରକାଶ ପତ୍ର ଆହ୍ୱାନ ସୂଚନା.
|
|
| 3 | ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ, ବିସ୍ସମକଟକ ପାଇଁ ଗୋଟିଏ ଯାନ ଯୋଗାଣ ନିମନ୍ତେ କୋଟେସନ୍/ଟେଣ୍ଡର ଆହ୍ୱାନ ସୂଚନା | ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବିସ୍ସମକଟକ |
24-03-2026 | 31-03-2026 -12:00 PM |
(1.63 MB) ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ, ବିସ୍ସମକଟକର ଯାନ ଟେଣ୍ଡର
|
|
| 4 | ସକ୍ଷମ ଯୋଜନା ଅନ୍ତର୍ଗତ ରାୟଗଡ଼ ଜିଲ୍ଲାର ୧୭୩ଟି ଆଙ୍ଗନୱାଡ଼ି କେନ୍ଦ୍ର ପାଇଁ ବିଭିନ୍ନ ପ୍ରକାରର ଷ୍ଟେସନେରୀ ସାମଗ୍ରୀ କ୍ରୟ କରିବା ନିମନ୍ତେ କୋଟେସନ୍ ଆହ୍ୱାନ କରାଯାଉଛି | ସକ୍ଷମ ଯୋଜନା ଅନ୍ତର୍ଗତ ରାୟଗଡ଼ ଜିଲ୍ଲାର ୧୭୩ଟି ଆଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିମ୍ନୋକ୍ତ ଅନ୍ୟାନ୍ୟ ସାମଗ୍ରୀ ଡିସ୍ପ୍ଲେ ବୋର୍ଡ, ବହୁରଙ୍ଗୀ ମାର୍କର, ଡସ୍ଟର, କୋଣା ଶେଲ୍ଫ,, ସୁଚ୍ଛ ସଂରକ୍ଷଣ ବ୍ୟବସ୍ଥା, ପ୍ଲେଟ, ଗ୍ଲାସ, ଚମଚ, ବାଟି, ଜୁତା ଷ୍ଟାଣ୍ଡ, ଆଇନା ଇତ୍ୟାଦି କ୍ରୟ ନିମନ୍ତେ କୋଟେସନ୍ ଆହ୍ୱାନ କରାଯାଉଛି ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ରାୟଗଡ଼ |
18-03-2026 | 30-03-2026 -5:00 PM |
(5.8 MB) ଷ୍ଟେସନେରୀ ସାମଗ୍ରୀ କ୍ରୟ ନିମନ୍ତେ କୋଟେସନ୍ ଆହ୍ୱାନ ସୂଚନା
|
|
| 5 | ବ୍ୟାଞ୍ଜନପାତ୍ର ଓ କିଚେନ୍ ଉପକରଣ ସପ୍ଲାଇ ପାଇଁ କୋଟେସନ୍ ଆମନ୍ତ୍ରଣ କରାଯାଉଛି | ଜିଲ୍ଲା କଳ୍ୟାଣ ଅଧିକାରୀ, ରାୟଗଡା |
20-03-2026 | 30-03-2026 -5:00 PM |
(3.86 MB) ବ୍ୟାଞ୍ଜନପାତ୍ର ଓ କିଚେନ୍ ଉପକରଣ ସପ୍ଲାଇ ପାଇଁ କୋଟେସନ୍
|
|
| 6 | ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଣୁପୁର ପାଇଁ ପଢ଼ା ଓ ଲେଖା ସାମଗ୍ରୀ, କାର୍ଯ୍ୟାଳୟ ସ୍ଟେସନେରୀ ସାମଗ୍ରୀ, ପୋଷାକ ସାମଗ୍ରୀ, ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ଏବଂ ପନିପରିବା ଯୋଗାଣ କରିବା ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି | ପ୍ରାଧାନ ଶିକ୍ଷକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଣୁପୁର, ଜିଲ୍ଲା–ରାୟଗଡ଼ା |
07-03-2026 | 29-03-2026 -4:00 PM |
(14.69 MB) ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୁଣୁପୁର ପାଇଁ ଟେଣ୍ଡର କଲ୍ ନୋଟିସ୍
|
|
| 7 | ଏହା ଦ୍ୱାରା ସୂଚିତ କରାଯାଉଛି ଯେ ଅନାକ୍ରାମକ ହିମୋଗ୍ଲୋବିନ ମାପକ ଯନ୍ତ୍ର ଯୋଗାଣ ପାଇଁ ଗୋଟିଏ ବର୍ଷ ଅବଧି ପାଇଁ ଦର ଚୁକ୍ତି ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି | ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ରାୟଗଡ଼ା |
19-03-2026 | 25-03-2026 -05:30 PM |
(279.48 KB) ଟେଣ୍ଡର ଆହ୍ୱାନ ସୂଚନା
|
|
| 8 | ତହସିଲ କାର୍ଯ୍ୟାଳୟ, କୋଲନାରାର ଆଧିକାରିକ କାର୍ଯ୍ୟ ପାଇଁ ଗୋଟିଏ ଗାଡ଼ି ଯୋଗାଣ ପାଇଁ କୋଟେସନ୍ / ଟେଣ୍ଡର ଆହ୍ୱାନ କରାଯାଉଛି | ତହସିଲଦାର, କୋଲନାରା |
16-03-2026 | 22-03-2026 -11:00 AM |
(5.12 MB) କୋଲନାରା ତହସିଲ କାର୍ଯ୍ୟାଳୟ ପାଇଁ କୋଟେସନ୍ କଲ୍ ନୋଟିସ୍
|
|
| 9 | ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ରାୟଗଡା ଦ୍ୱାରା ରାଷ୍ଟ୍ରୀୟ କ୍ଷୟ ନିର୍ମୂଳ କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ଲାପଟପ୍ ସରବରାହ କରିବାକୁ ଟେଣ୍ଡର ଆହ୍ୱାନ କରାଯାଉଛି | ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ-ସହ-ଜିଲ୍ଲା ମିଶନ ନିର୍ଦ୍ଦେଶକ, ରାୟଗଡା |
09-03-2026 | 19-03-2026 -5:00 PM |
(507.51 KB) ଲାପଟପ୍ କ୍ରୟ ପାଇଁ ଟେଣ୍ଡର କଲ୍ ନୋଟିସ୍
|
|
| 10 | ପ୍ରକଳ୍ପ ପ୍ରଶାସକ, ଏକୀକୃତ ଜନଜାତି ଉନ୍ନୟନ ସଂସ୍ଥା, ଗୁଣୁପୁରଙ୍କ ଅଧୀନରେ ମୁନିଗୁଡା ଓ ବିଷମକଟକ କାର୍ଯ୍ୟାଳୟ ପାଇଁ ସୋଲାର୍ ଷ୍ଟ୍ରିଟ୍ ଲାଇଟ୍ ଯୋଗାଣ କରିବା ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି | ପ୍ରକଳ୍ପ ପ୍ରଶାସକ, ଏକୀକୃତ ଜନଜାତି ଉନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ.), ଗୁଣୁପୁର |
09-03-2026 | 16-03-2026 -5:00 PM |
(1.56 MB) Tender Call Notice
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ବିଭାଗ
- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଜିଲ୍ଲା ଯୋଗାଣ ଓ ବିପଣନ ସମିତି
- ଶିକ୍ଷା
- ସ୍ୱାସ୍ଥ୍ୟ
- ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ଶିଳ୍ପ ଓ ହସ୍ତଶିଳ୍ପ
- ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
- ଶ୍ରମ
- ପୌରପାଳିକା
- ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର
- ଯୋଜନା ଓ ଅନୁଧ୍ୟାନ ୟୁନିଟ୍
- ଗ୍ରାମ୍ୟ ଜଳୟୋଗାଣ ଓ ପରିମଳ
- ଜଳ ସମ୍ପଦ
- ନିର୍ଦ୍ଦେଶିକା
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- କୋଭିଡ – ୧୯
- ବିପର୍ୟ୍ୟୟ ସହାୟକ ହିତାଧିକାରୀ
- କୋଭିଡ୍ ଡ୍ୟାଶବୋର୍ଡ ରାୟଗଡା
- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ
- ନିଜର ବଡିଗାର୍ଡ ସେତୁ ସହ ଯୋଡିବା ପାଇଁ IVRS ନମ୍ବର ୧୯୨୧ ଡାଏଲ କରନ୍ତୁ
- ପ୍ରବାସୀଙ୍କ ପଞ୍ଜିକରଣ
- ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ୍ ପାଇଁ ଆବେଦନ କରନ୍ତୁ
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭାରତ ସରକାର
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡିଶା ସରକାର
- କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟ ଓ ଯତ୍ନ କେନ୍ଦ୍ର, ରାୟଗଡା
- ନିର୍ବାଚନ
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଟିକି ମାଉସି ଭିଡିଓ
- ସୂଚନା ଅଧିକାର
- ଫର୍ମ