| କ୍ରମିକ ସଂଖ୍ୟା | ବିଷୟ | ବର୍ଣ୍ଣନା | କାର୍ଯ୍ୟାଳୟର ନାମ | ଆରମ୍ଭ ତାରିଖ | ଶେଷ ତାରିଖ | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|---|---|---|
| 1 | ରାୟଗଡା ଜିଲ୍ଲାର ଏସ୍.ଏସ୍.ଡି. ବିଦ୍ୟାଳୟ ହୋଷ୍ଟେଲ୍ଗୁଡିକ ପାଇଁ ରନ୍ଧଣ ପାତ୍ର ଓ ରସୋଇ ସାମଗ୍ରୀ ଯୋଗାଣ ସମ୍ପର୍କରେ ପୂର୍ବରୁ ଜାରି କରାଯାଇଥିବା ଟେଣ୍ଡର ଆହ୍ୱାନ ସୂଚନାକୁ ଏହାଦ୍ୱାରା ବାତିଲ କରାଯାଉଛି | ଜିଲ୍ଲା କଳ୍ୟାଣ ଅଧିକାରୀ, ରାୟଗଡା |
23-03-2026 | 21-04-2026 - |
(450.88 KB) ଟେଣ୍ଡର ଆହ୍ୱାନ ସୂଚନା ସଂଖ୍ୟା ୭୫୩, ତାରିଖ ୧୦.୦୨.୨୬ ର ବାତିଲ ସୂଚନା
|
|
| 2 | ଓଡିଶା ଆଦର୍ଶ ବିଦ୍ୟାଳୟ, ଜୁମୁରୁଗୁଡା, ମୁନିଗୁଡାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ କରିବା ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି | ପ୍ରଧାନ ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ, ଜୁମୁରୁଗୁଡା, ମୁନିଗୁଡା, ରାୟଗଡ଼ା |
26-03-2026 | 17-04-2026 -4:00 PM |
(271.93 KB) ଓଡିଶା ଆଦର୍ଶ ବିଦ୍ୟାଳୟ, ଜୁମୁରୁଗୁଡା ପାଇଁ ଟେଣ୍ଡର ଆହ୍ୱାନ ସୂଚନା
|
|
| 3 | ଓଡିଶା ଆଦର୍ଶ ବିଦ୍ୟାଳୟ, ଭାଲେରୀ, ବିସ୍ସମକଟକ, ଜିଲ୍ଲା-ରାୟଗଡା ର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ କରିବା ନିମନ୍ତେ ଟେଣ୍ଡର ଆମନ୍ତ୍ରଣ କରାଯାଉଛି | ପ୍ରଧାନ ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ, ଭାଲେରୀ, ବିସ୍ସମକଟକ, ଜିଲ୍ଲା-ରାୟଗଡା |
27-03-2026 | 16-04-2026 -4:00 PM |
(7.68 MB) ଓଡିଶା ଆଦର୍ଶ ବିଦ୍ୟାଳୟ, ଭାଲେରୀ ନିମନ୍ତେ ଟେଣ୍ଡର ଆହ୍ବାନ ସୂଚନା
|
|
| 4 | କଳ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ମାଝିଗୁଡା ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ନିର୍ମାଣ କାର୍ଯ୍ୟ” ପାଇଁ ପୂର୍ବରୁ ପ୍ରକାଶିତ ଟେଣ୍ଡର ବାତିଲ୍ କରାଯାଇଛି | ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଳ୍ୟାଣସିଂହପୁର |
18-03-2026 | 16-04-2026 - |
(768.23 KB) ଟେଣ୍ଡର ବାତିଲ୍ ସୂଚନା
|
|
| 5 | ତହସିଲ କାର୍ଯ୍ୟାଳୟ, ବିଷମକଟକ ପାଇଁ ଅଫିସ୍ ଚେୟାର୍, ଅତିଥି ଚେୟାର୍ ଏବଂ ଆଲମାରି ଯୋଗାଣ କରିବାକୁ କୋଟେସନ୍ ଆମନ୍ତ୍ରଣ କରାଯାଉଛି | ତହସିଲଦାର, ବିଷମକଟକ |
31-03-2026 | 15-04-2026 -10:00 AM |
(502.53 KB) ଫର୍ନିଚର୍ ପାଇଁ କୋଟେସନ୍ ଆହ୍ୱାନ ସୂଚନା
|
|
| 6 | ବିଶେଷ ଅଧିକାରୀ, ଲଞ୍ଜିଆ ସୌରା ଉନ୍ନୟନ ଏଜେନ୍ସି, ପୁଟ୍ଟାସିଂଙ୍କ କାର୍ଯ୍ୟାଳୟରେ ସଫା-ସୁଫାଇ ଓ ପହାରା ସେବା ପାଇଁ ଗୋଟିଏ ମାନବ ସମ୍ପଦ ଯୋଗାଣ ନିମନ୍ତେ କୋଟେସନ ଆମନ୍ତ୍ରଣ କରାଯାଉଛି | ବିଶେଷ ଅଧିକାରୀ, ଲଞ୍ଜିଆ ସୌରା ଉନ୍ନୟନ ଏଜେନ୍ସି |
30-03-2026 | 13-04-2026 -5:00 PM |
(3.13 MB) ମାନବ ସମ୍ପଦ ଯୋଗାଣ ସମ୍ବନ୍ଧୀୟ କୋଟେସନ ଆହ୍ୱାନ ସୂଚନା
|
|
| 7 | ମାଝିଗୁଡା ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରର ସୁଭଦ୍ରା ଶକ୍ତି କେନ୍ଦ୍ର (ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍) ଭବନ ନିର୍ମାଣ କାମ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି | ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଳ୍ୟାଣସିଂହପୁର |
02-04-2026 | 13-04-2026 -5:00 PM |
(2.33 MB) ମାଝିଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ ପକ୍ଷରୁ ଟେଣ୍ଡର ଆହ୍ୱାନ ସୂଚନା
|
|
| 8 | ଓଡିଶା ଆଦର୍ଶ ବିଦ୍ୟାଳୟ, ତଡାମା, ଜିଲ୍ଲା–ରାୟଗଡ଼ା ପକ୍ଷରୁ ବିଦ୍ୟାଳୟର ବିଭିନ୍ନ ସାମଗ୍ରୀ ଯଥା କାର୍ଯ୍ୟାଳୟ ଷ୍ଟେସନେରୀ ସାମଗ୍ରୀ, ପୋଷାକ ସାମଗ୍ରୀ, କ୍ରୀଡା ସାମଗ୍ରୀ, ଏବଂ ପଢ଼ା-ଲେଖା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି | ଓଡିଶା ଆଦର୍ଶ ବିଦ୍ୟାଳୟ, ତଡାମା, ଜିଲ୍ଲା–ରାୟଗଡ଼ା ପକ୍ଷରୁ ବିଦ୍ୟାଳୟର ବିଭିନ୍ନ ପ୍ରୟୋଜନୀୟ ସାମଗ୍ରୀ ଯଥା କାର୍ଯ୍ୟାଳୟ ଷ୍ଟେସନେରୀ ସାମଗ୍ରୀ, ପୋଷାକ ସାମଗ୍ରୀ, କ୍ରୀଡା ସାମଗ୍ରୀ, ପଢ଼ା-ଲେଖା ସାମଗ୍ରୀ, ଖାଦ୍ୟ ସାମଗ୍ରୀ, କସ୍ମେଟିକ୍ସ ସାମଗ୍ରୀ, ସବ୍ଜି ସାମଗ୍ରୀ, ଏବଂ ନନ୍-ଭେଜ୍ ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି ପ୍ରଧାନଶିକ୍ଷକ, ଓଏଭି ତଡାମା, ରାୟଗଡ଼ା |
24-03-2026 | 12-04-2026 -4:00 PM |
(1.16 MB) ଓଏଭି, ତଡାମା ପାଇଁ ଟେଣ୍ଡର ଆହ୍ୱାନ ସୂଚନା
|
|
| 9 | ତହସିଲ୍ କାର୍ଯ୍ୟାଳୟ, ବିସମ୍ କଟକ ପାଇଁ କମ୍ପ୍ୟୁଟର ସିଷ୍ଟମ ଏବଂ ଆବଶ୍ୟକୀୟ ପରିଫେରାଲ ଉପକରଣ ଯୋଗାଣ ନିମନ୍ତେ କୋଟେସନ୍ ଆମନ୍ତ୍ରଣ କରାଯାଉଛି | ତହସିଲଦାର, ବିସମ୍ କଟକ |
26-03-2026 | 09-04-2026 -4:00 PM |
(516.24 KB) କମ୍ପ୍ୟୁଟର ସିଷ୍ଟମ୍ ଯୋଗାଣ ନିମନ୍ତେ କୋଟେସନ୍ ଆମନ୍ତ୍ରଣ କରାଯାଉଛି
|
|
| 10 | ରାୟଗଡ଼ା ଜିଲ୍ଲାର ୧୧ ଟି ମାଇନର ମିନେରାଲ୍ ସ୍ରୋତ ଲିଜ୍ ପାଇଁ ପୂର୍ବରୁ ପ୍ରକାଶିତ ହୋଇଥିବା ଟେଣ୍ଡର ସୂଚନାକୁ ପ୍ରଶାସନିକ କାରଣବଶତଃ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ସ୍ଥଗିତ ସମ୍ବନ୍ଧୀୟ ସୂଚନା | ଖଣି ଅଧିକାରୀ, ରାୟଗଡ଼ା |
07-03-2026 | 07-04-2026 - |
(2.53 MB) ଟେଣ୍ଡର ସ୍ଥଗିତ ସୂଚନା
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ବିଭାଗ
- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଜିଲ୍ଲା ଯୋଗାଣ ଓ ବିପଣନ ସମିତି
- ଶିକ୍ଷା
- ସ୍ୱାସ୍ଥ୍ୟ
- ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା
- ଶିଳ୍ପ ଓ ହସ୍ତଶିଳ୍ପ
- ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
- ଶ୍ରମ
- ପୌରପାଳିକା
- ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର
- ଯୋଜନା ଓ ଅନୁଧ୍ୟାନ ୟୁନିଟ୍
- ଗ୍ରାମ୍ୟ ଜଳୟୋଗାଣ ଓ ପରିମଳ
- ଜଳ ସମ୍ପଦ
- ନିର୍ଦ୍ଦେଶିକା
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- କୋଭିଡ – ୧୯
- ବିପର୍ୟ୍ୟୟ ସହାୟକ ହିତାଧିକାରୀ
- କୋଭିଡ୍ ଡ୍ୟାଶବୋର୍ଡ ରାୟଗଡା
- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ
- ନିଜର ବଡିଗାର୍ଡ ସେତୁ ସହ ଯୋଡିବା ପାଇଁ IVRS ନମ୍ବର ୧୯୨୧ ଡାଏଲ କରନ୍ତୁ
- ପ୍ରବାସୀଙ୍କ ପଞ୍ଜିକରଣ
- ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ୍ ପାଇଁ ଆବେଦନ କରନ୍ତୁ
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭାରତ ସରକାର
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡିଶା ସରକାର
- କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟ ଓ ଯତ୍ନ କେନ୍ଦ୍ର, ରାୟଗଡା
- ନିର୍ବାଚନ
- ନାଗରିକ ସେବା
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ
- ଟିକି ମାଉସି ଭିଡିଓ
- ସୂଚନା ଅଧିକାର
- ଫର୍ମ